Only for Entertainment

ଅଟୋ ଚଲାଉଛନ୍ତି ଅଭିନେତ୍ରୀ । ବମନ ଇରାନୀ ଦେଲେ ଏଭଳି କମେଂଟ ।

aajtak
62

କୁହାଯାଏ ସାହସ ଏବଂ ସଂକଳ୍ପ ଥିଲେ ସବୁ ସମ୍ଭବ । ମରାଠୀ ଅଭିନେତ୍ରୀ ଲକ୍ଷ୍ମୀ ନିବୃତ୍ତି ପନେ୍ଧଙ୍କ ଜିବନ ମଧ୍ୟ ଠିକ ସେହିଭଳି । ଗ୍ଲାମରସ ଇଣ୍ଡଷ୍ଟ୍ରିର ଭାଗୀଦାର ହେବାକୁ ଇଛା ରଖିଥିବା ଲକ୍ଷ୍ମୀ ଆଜି ମଧ୍ୟ କେତେକ ଟିଭି ଶୋ କରିଛନ୍ତି, ତଥାପି ଆଜି ମଧ୍ୟ ସେ ଅଟୋ ଚଲାଇ ପରିବାର ପୋଷଣ କରୁଛନ୍ତି ।

ଗତ ପୂର୍ବ ଦିନ ବମନ ଇରାନୀ ଲକ୍ଷ୍ମୀଙ୍କ ଏକ ଭିଡ଼ିଓ ଇଂଷ୍ଟାଗ୍ରାମରେ ଶେୟାର କରି ଲକ୍ଷ୍ମୀଙ୍କ ପରିଚୟ ଦେଇଛନ୍ତି । ଲକ୍ଷ୍ମୀଙ୍କ ପ୍ରୋତ୍ସାହିତ ଜୀବନ କାହାକୁ ମଧ୍ୟ ପ୍ରୋତ୍ସାହନ ଦେବା ପାଇଁ ଯଥେଷ୍ଟ । ବମନ ଇରାନୀ ଲକ୍ଷ୍ମୀଙ୍କୁ ରିଅଲ ଲାଇଫ ହିରୋ କହିଛନ୍ତି ।

ଭିଡ଼ିଓରେ ବମନ ଅଟୋ ମଧ୍ୟରେ ଲକ୍ଷ୍ମୀଙ୍କ ବାମ ପାଶ୍ୱର୍ ସିଟରେ ବସିଥିବା ନଜର ଆସିଛନ୍ତି । କ୍ୟାପ୍ସନରେ ବମନ ଲେଖିଛନ୍ତି ସୁପର ଲେଡି ଲକ୍ଷ୍ମୀଙ୍କୁ ସାକ୍ଷାତ କରନ୍ତୁ ଯିଏ ମରାଠୀ ସିରିଅଲ କରୁଛନ୍ତି ଏବଂ ତାହା ସହିତ ଅଟୋ ମଧ୍ୟ ଚଲାଉଛନ୍ତି ।

କହିରଖୁଛୁ ଲକ୍ଷ୍ମୀ ମରାଠୀ ଶୋ ଦେବଯାନୀ, ତୁ ମାଜା ସଙ୍ଗତ, ଲକ୍ଷ୍ୟରେ କାମ କରିଛନ୍ତି । ଏହା ବ୍ୟତୀତ ଫିଲ୍ମ ‘ମୁମ୍ବାଇ ପୁଣେ ମୁମ୍ବାଇ’, ଏବଂ ମରାଠବାଡ଼ାରେ ମଧ୍ୟ କାମ କରିଛନ୍ତି । ଏହା ସହିତ ୱେବସିରିଜ ସ୍ୱରାଜ୍ୟ ରକ୍ଷକରେ ମଧ୍ୟ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More