Only for Entertainment

ଫିଲ୍ମ ‘ମରଜାୱାଁ’ର ନୂଆ ପୋଷ୍ଟର ରିଲିଜ

instagram
15

ସିଦ୍ଧାର୍ଥ ମଲହୋତ୍ରା ଏବଂ ରିତେଶ ଦେଶମୁଖ ଷ୍ଟାରର ଫିଲ୍ମ ମରଜାୱାଁର ରିଲିଜ ତାରିଖରେ ପରିବର୍ତ୍ତନ କରାଯାଇଛି ଏବଂ ଏହାର ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଏହି ପୋଷ୍ଟର ଜରିଆରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଥମେ ୮ ନଭେମ୍ବରକୁ ରିଲିଜ ହେବ ବୋଲି ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏବେ ଏହା ୧୫ ନଭେମ୍ବରକୁ ରିଲିଜ ହେବ ବୋଲି ନିର୍ମାତା ନିଶ୍ଚିତ କରିଛନ୍ତି । କହିରଖୁଛୁ ପୂରା ପୋଷ୍ଟର ଏକ ଡାର୍କ ସେଡରେ ତିଆରି ହୋଇଛି ।

 


ପୋଷ୍ଟରରେ ଦୁଇ ଆକ୍ଟରଙ୍କୁ ପରସ୍ପର ସହିତ ଟକ୍କର ଦେଉଥିବାର ଦେଖିବାକୁ ମିଳିଛି । କହିରଖୁଛୁ ଏହି ଫିଲ୍ମର କୌଣସି କାରଣରୁ ବାରମ୍ବାର ବଦଳୁଛି । ଏହା ପୂର୍ବରୁ ରିତେଶ ଏବଂ ସିଦ୍ଧାର୍ଥଙ୍କୁ ଫିଲ୍ମ ଏକ ଭିଲେନରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More