Only for Entertainment

ଫିଲ୍ମ ‘କାଲା’ ହେବା ରିଲିଜ ପୂର୍ବରୁ ମେଡିକଲ ଯିବେ ରଜନୀକାନ୍ତ,ଜାଣନ୍ତୁ କାହିଁକି ।

aajtak
0 42

ସାଉଥ ସୁପରଷ୍ଟାର ରଜନୀକାନ୍ତ ମେଡିକଲ ଚେକ ଅପ ପାଇଁ ଯିବେ ବୋଲି ଖବର ଶୂଣିବାକୁ ମିଳିଛି । ତେବେ ତାଙ୍କ ଫ୍ୟାନ୍ସଙ୍କ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ପ୍ରତିବର୍ଷ ରଜନୀକାନ୍ତ ତାଙ୍କ ବଡି ଚେକ ଅପ ପାଇଁ ବିଦେଶକୁ ଯାଆନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ମେଡିକଲ ଚେକ ଅପ କାରଣରୁ ରଜନୀକାନ୍ତ କିଛି ସପ୍ତାହ ପାଇଁ ବିଦେଶରେ ରହିବେ । କିନ୍ତୁ ଫିଲ୍ମ ‘କାଲା’ ରିଲିଜ ପୂର୍ବରୁ ସେ ଭାରତ ଫେରିବେ । ସେଠାରୁ ଫେରିବା ପରେ ସେ ତାଙ୍କ ଫିଲ୍ମର ପ୍ରମୋଶନ କରିବେ ।

ଏହି ଗ୍ୟାଙ୍ଗଷ୍ଟାର ଡ୍ରାମା ମୁଭିକୁ ରଜନୀକାନ୍ତ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ୭ ଜୁନରେ ରିଲିଜ ହେବ । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି । ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତୀତ ନାନା ପାଟେକର,ଈଶ୍ୱରୀ ରାଓ ଏବଂ ହୁମା କୁରୈସୀ ମୁଖ୍ୟ ଚରିତ୍ରରେ ନଜର ଆସିବେ । ସନ୍ତୋଷ ନାରାୟଣ ଫିଲ୍ମର ମ୍ୟୁଜିକ କମ୍ପୋଜ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More