Only for Entertainment

ଓଜନ କମିବା ପରେ ଅଧିକ ଲୋକ ପାର୍ଟନର ବଦଳାଇଥାନ୍ତି । ଜାଣନ୍ତୁ ଏହା ପଛର କାରଣ ।

aajtak
0 52

ଏକ ପରୀକ୍ଷଣରୁ ଜଣାପଡ଼ିଛିଯେ ଓଜନ କମାଇବା ପରେ ଅଧିକାଂଶ ଷଳାକ ପାର୍ଟନର ପଦଳାଇଥାନ୍ତି । ଏହା ବ୍ୟତୀତ କେତେକ ବିବାହିତ ଲୋକ ଛାଡ଼ପତ୍ର ଦେଇଥାନ୍ତି । ବିଶେଷ କରି ସିଙ୍ଗଲ ଥିବା ଲୋକମାନେ ଏହାକୁ ଅଧିକ ଅନୁସରଣ କରିଥାନ୍ତି ।

ପ୍ରଫେସର ଳ୍ୟୁକଙ୍କ କହିବା ଅନୁସାରେ ଓଜନ କମିବା ପରେ ଲୋକଙ୍କ ଜୀବନରେ କେତେକ ଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେମାନେ ସଂପର୍କରେ କେତେକ ପରିବର୍ତ୍ତନ ଆଣିଥାନ୍ତି ।

ଓଜନ କମିବା ପରେ ମାସନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖାଦିଏ ଏବଂ ପୂର୍ବ ଅପେକ୍ଷା ସୁସ୍ଥ ଅନୁଭବ କରନ୍ତି ।

କେବେ କେବେ ସଂପର୍କରେ ପ୍ରଗାଢତା ମଧ୍ୟ ଆସିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More