Only for Entertainment

ମେଂଟଲ ହୈ କ୍ୟା ସେଟରେ ହେଲା କଙ୍ଗନା ଏବଂ ରାଜକୁମାର ରାଓଙ୍କ ଝଗଡ଼ା,ଭିଡ଼ିଓ ଭାଇରାଲ ।

bollywoodlife
0 42

ରାଜକୁମାର ରାଓ ଏବଂ କଙ୍ଗନାଙ୍କ ଅଭିନୀତ ମେଂଟଲ ହୈ କ୍ୟା ପ୍ରଥମ ପୋଷ୍ଟରରୁ ଚର୍ଚ୍ଚାରେ ରହିଛି । ଫିଲ୍ମର ନାମ ଯେପରି ପୋଷ୍ଟର ମଧ୍ୟ ସେହିଭଳି । କେହି ମଧ୍ୟ ବୁଝିପାରୁନାହାଁନ୍ତିଯେ ଫିଲ୍ମର କାହାଣୀ କ’ଣ ହେବ । କିନ୍ତୁ ଏଭଳି ଅନୁଭବ ହେଉଛି ଯେପରି କିଛି ଜବରଦସ୍ତ ହେବ ।

 


ଏହାର ଆରମ୍ଭ ମଧ୍ୟ କଙ୍ଗନା କରି ସାରିଛନ୍ତି । କିଛି ସମୟ ପୂର୍ବରୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ସେଥିରେ ସେ ରାଜକୁମାର ରାଓଙ୍କ ସହିତ ଝଗଡ଼ା କରୁଥିବାର ନଜର ଆସିଛନ୍ତି । ଯଦି ଆପଣ ଭାବୁଛନ୍ତି ସତରେ ଝଗଡ଼ା ହୋଇଛି ତେବେ ତାହା ନୁହେଁ । ବାସ୍ତବରେ କଙ୍ଗନା ଜଣାଇବାକୁ ଚାହାଁନ୍ତିଯେ ଫିଲ୍ମ କେବେ ରିଲିଜ ହେବ । ତେବେ ଫିଲ୍ମ ୨୦୧୯ ଫେବୃୟାରୀ ୨୨କୁ ରିଲିଜ ହେବ ବୋଲି ସୂଚନା ମିଳିଛି ।
ଏହି ଫିଲ୍ମ ନେସନାଲ ଆୱାର୍ଡ଼ି ପ୍ରକାଶ କୋବେଲାମୁଡିଙ୍କ ପ୍ରଥମ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More