Only for Entertainment

ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ କୁ ପ୍ରଶଂସା କଲେ ମିଲଖା ସିଂ ଏବଂ ସୁନିଲ ଗାବାସ୍କାର ।

bollywood tadka
19

ରାକେଶ ଓମପ୍ରକାଶ ମେହରାଙ୍କ ସାମାଜିକ ଘଟଣା ଉପରେ ଆଧାରିତ ଆଗାମୀ ଡ୍ରାମା ଫିଲ୍ମ ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର ରିଲିଜ ପୂର୍ବରୁ ଚର୍ଚ୍ଚା ସାଉଁଟିଲାଣି । ଚଣ୍ଡିଗଡ଼ରେ ଆୟୋଜନ କରାଯାଇଥିବା ଫିଲ୍ମର ବିଶେଷ ସ୍କ୍ରିନିଂରେ ଅବସରରେ ମିଲକା ସିଂ, ସୁନିଲ ଗାବାସ୍କର, ସଂଜୟ ମାଂଜରେକର, କାର୍ତ୍ତିକ ମୁରଲୀ ଏବଂ କିରନ ଖେର ଫିଲ୍ମ ଉପରେ ନିଜ ଭଲପାଇବା ଦର୍ଶାଉଥିବା ନଜର ଆସିଛନ୍ତି ।

ଏହି ବାୟୋପିକରେ କାମ କରିବା ପରେ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ସହିତ ଇଣ୍ଡିଆନ ସ୍ପିଂଟର ମିଲଖା ସିଂ ଗୋଟିଏ ପାୟୋପିକରେ କାମ କରିବା ପରେ ସ୍ନେହଭରା ସଂପର୍କ ଦର୍ଶାଇଛନ୍ତି ।

ତେବେ ମିଲଖା ଏବଂ ସୁନିଲଙ୍କୁ ଖୁବ ପସନ୍ଦ ଆସିଲା ଫିଲ୍ମ । କିରନ ଖେରଙ୍କ ସମେତ ଏହି ଦୁଇ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଫିଲ୍ମର ଖୁବ ପ୍ରଶଂସା କଲେ ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More