Only for Entertainment

ରିଲିଜ ହେଲା ମିମି ଚକକ୍ରବର୍ତ୍ତିଙ୍କ ପ୍ରଥମ ହିନ୍ଦୀ ସଙ୍ଗ ଅଂଜାନା, ଦେଖନ୍ତୁ ଭିଡିଓ

you tube
46

ଅଭିନେତ୍ରୀ-ପଲିଟିସିଆନ ମିମି ଚକ୍ରବର୍ତ୍ତିଙ୍କ ପ୍ରଥମ ସିଙ୍ଗିଲ ସଙ୍ଗ ଅଂଜାନା ରିଲିଜ ହୋଇସାରିଛି । ଏହାକୁ ମିମି ଚଳ୍ରବର୍ତ୍ତି କ୍ରିଏସନ୍ସ ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି । ଏହି ଭିଡିଓର ଲିରିକ୍ସ ଲେଖିଛନ୍ତି ରାଜୀବ ଦତ୍ତା ଏବଂ ସୋହମ ମଜମୁଦାର । ଭିଡିଓରେ କେବଳ ମିମି ଚଳ୍ରବର୍ତ୍ତି ହିଁ ନଜର ଆସିଛନ୍ତି । ୨୨ ସେପ୍ଟେମ୍ବରରେ ରିଲିଜ ହୋଇଥିବା ଏହି ଗୀତ ମାତ୍ର ୩ଦିନରେ ୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

ଏହି ଗୀତ ସହିତ ମିମି ନିଜର ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ଲଂଚ କରିଛନ୍ତି । ଗୀତକୁ ଲୋକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । କିଛି ଲୋକେ ଗୀତକୁ ପ୍ରଶଂସା କରିଥିବା ବେଳେ ଲକିଛି ଲୋକେ ଏହାର ଲିରିକ୍ସକୁ ଖରପ ବୋଲି କହିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ମିମିଙ୍କ ଏହି ଗୀତ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More