Only for Entertainment

ସୁନ୍ଦର ଅନ୍ଦାଜରେ ଏୟାରପୋର୍ଟରେ ନଜର ଆସିଲେ ମୀନିଷା ଲାମ୍ବା,ଏବେ କରୁଛନ୍ତି ଏହି କାମ ।

bollywood tadka
0 35

ମୀନିଷା ଲାମ୍ବା ବହୁ ଦିନ ଧରି ଇଣ୍ଡଷ୍ଟିରୁ ଦୂରେଇ ଅଛନ୍ତି । ନିକଟରେ ସେ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଯେଉଁଥିରେ ସେ ଖୁବ ସୁନ୍ଦର ଅନ୍ଦାଜରେ ନଜର ଆସିଥିଲେ ।

୨୦୦୫ରେ ସେ ଫିଲ୍ମ ‘ୟହାଁ’ରୁ ବଲିଉଡରେ ପ୍ରବେଶ କରିଥିଲେ । ଶେଷ ଥର ପାଇଁ ସେ ‘ଡବଲ ଦି ଟ୍ରବଲ’ରେ ନଜର ଆସିଥିଲେ ।

ଏହାପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ ।

ଏବେ ସେ କିଛି ପ୍ରଡକ୍ଟର ପ୍ରମୋଶନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More