Only for Entertainment

ମୀରା ସେୟାର କଲେ ଝିଅ ମିଶାଙ୍କ ଫଟୋ, ଲେଖିଲେ ଏହି ମେସେଜ

aajtak
0 35

ଶାହିଦ କପୁର ଏବଂ ମୀରା କପୁରଙ୍କ ଝିଅ ମିଶା କପୁର ୨୬ ଅଗଷ୍ଟକୁ ଦଇ ବର୍ଷର ହୋଇଯିବେ । କିନ୍ତୁ ତାଙ୍କ ମା ମୀରାଙ୍କୁ ଲାଗୁଛି ସେ ଖୁବ ଶୀଘ୍ର ବଡ ହେଉଛନ୍ତି । ମୀରା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମିଶାଙ୍କର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ମିଶା ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି । ଏହାର କ୍ୟାପସନରେ ମୀରା ଲେଖିଛନ୍ତି ବହୁତ ଶୀଘ୍ର ବଡ ହୋଉଛନ୍ତି ।

Growing up too fast! ?

A post shared by Mira Rajput Kapoor (@mira.kapoor) on

ମୀରା ଏବଂ ଶାହିଦ ସୋସିଆଲ ମିଡିଆରେ ଝିଅ ମିଶାଙ୍କର ଫଟୋ ସେୟାର କରିଥାନ୍ତି । ଗତ ବର୍ଷ ଦୁହେଁ ଲଣ୍ଡନରେ ମିଶାଙ୍କ ପ୍ରଥମ ଜନ୍ମଦିନ ପାଳନ କରିଥିଲେ । ଶାହିଦ ଏବଂ ମୀରା ଦ୍ୱିତୀୟ ଥର ପାଇଁ ପିତା ମାତା ହେବାକୁ ଯାଉଛନ୍ତି । ଏହି ଖବର ସେ ୨୦ ଏପ୍ରିଲରେ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ ।

 

??

A post shared by Mira Rajput Kapoor (@mira.kapoor) on

ମିଶା ମଧ୍ୟ ଷ୍ଟାର କିଡଙ୍କ ମଧ୍ୟରେ ଫେମସ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବେ ମାତ୍ରେ ଏହା ଭାଇରାଲ ହୋଇଯାଇଥାଏ । ମିଶାଙ୍କୁ ଅନେକ ଥର ପ୍ଲେ ସ୍କୁଲ ବାହାରେ ମଧ୍ୟ ଦେଖିବାକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More