Only for Entertainment

ବେବି ବମ୍ପ ସହିତ ଖୁବ ଶୀଘ୍ର ସ୍କ୍ରିନରେ ନଜର ଆସିବେ ମିରା ରାଜପୁତ, ପ୍ରେଗ୍ନେସିରେ କଲେ ସୁଟିଂ ପୁରା ।

Bollywood Tadka
0 46

ବଲିଉଡ ଅଭିନେତା ଶାହିଦ କପୁର ଏବଂ ମିରା ରାଜପୁତ ଦ୍ୱିତୀୟ ଥର ପାଇଁ ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି । ଅନେକ ସମୟରେ ମିରାଙ୍କୁ ବେବି ବମ୍ପ ସହିତ ସ୍ପଟ କରାଯାଇଥାଏ । ତେବେ ମିରାଙ୍କୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ମିରା ଖୁବ ଶୀଘ୍ର ପ୍ରେଗ୍ନେସି ସମୟରେ ପରଦାରେ ନଜର ଆସିବେ ।

meera1

ଖବର ଅନୁସାରେ ମିରା ଏକ ବିଜ୍ଞାପନ ପାଇଁ ସୁଟିଂ କରିଛନ୍ତି । ଏକ ଇଣ୍ଟରନ୍ୟାସନାଲ ବେବି ପ୍ରଡକ୍ଟ ପାଇଁ ମିରା ଏହି ଆଡ ସୁଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମିରା ୟଶରାଜ ଷ୍ଟୁଡିଓରେ ଏକ ଆଡ ସୁଟ କରିଥିଲେ । ମିରା ଅକ୍ଟୋବରରେ ଦ୍ୱିତୀୟ ଛୁଆକୁ ଜନ୍ମ ଦେଇ ପାରନ୍ତି ।

sahid

କହିରଖୁଛୁ ଯେ ମିରା ଖୁବ କ୍ୟାମେରା ଫ୍ରେଣ୍ଡଲି । ଅନେକ ସମୟରେ ସେ ଷ୍ଟାଇଲିସ ଅନ୍ଦାଜରେ କ୍ୟାମେରା ସାମ୍ନାରେ ପୋଜ ଦେଇଥାନ୍ତି । ମିରା ନିଜର କାଜୁଆଲ ଲୁକ ପାଇଁ ବେଶ ଜଣାଶୁଣା ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ରହିଥାନ୍ତି । ଅନେକ ସମୟରେ ଶାହିତ ଏବଂ ଝିଅ ମିଶା ସହିତ ଫଟୋ ସେୟାର କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More