Only for Entertainment

ମିର୍ଜାପୁର ଟୁ’ର ସୁଟିଂ ଆରମ୍ଭ । ପାଗଳ ଭଳି କାମ କରୁଛନ୍ତି……… ।

aajtak
25

ଆମାଜନ ପ୍ରାଇମର ପପୁଲାର କ୍ରାଇମ ବେଷ୍ଡ ୱେବସିରିଜର ପ୍ରଥମ ସିରିଜ ମିର୍ଜାପୁର ସୁପରହିଟ ହୋଇଥିଲା । ଦର୍ଶକ ଏହାର ଦ୍ୱିତୀୟ ସିଜନକୁ ବେଶ ଅପେକ୍ଷା କରିଛନ୍ତି । ଖାସ କଥା ହେଉଛି ଏବେ ଏହାର ସୁଟିଂ ଆରମ୍ଭ ହୋଇସାରିଛି । ଏହି ସିଜନର ଅଭିନେତ୍ରୀ ହର୍ଷିତା ସୁଟିଂ ବିଷୟରେ ସୂଚନା ଦେଇଛନ୍ତି । ତେବେ ସୁଟିଂ କରିବାଯେ ସହଜ ନୁହେଁ ଏହା କହିଛନ୍ତି ହର୍ଷିତା ।

ଏକ ଇଂଟରଭ୍ୟୁରେ ହର୍ଷିତା କହିଛନ୍ତିଯେ ସେ ଫିଲ୍ମକୁ ପାଗଳ ଭଳି ସୁଟିଂ କରୁଛନ୍ତି । ଏହି ମଧ୍ୟରେ ହର୍ଷିତାଙ୍କର ଏକ ତେଲୁଗୁ ଫିଲ୍ମ ରିଲିଜ ହୋଇ ସାରିଛି । ଏହା ଏକ ମଲାୟାଲାମ ଫିଲ୍ମ ର ରିମେକ ।

ଭିନ୍ନ ଭାଷାରେ ଫିଲ୍ମ କଲେ କଷ୍ଟ ହୋଇଥାଏ, କିନ୍ତୁ ସ୍କ୍ରିପ୍ଟ ପଢିବା ମାତ୍ରେ ଭାବନା ବୁଝି ହୁଏ ବୋଲି କହିଛନ୍ତି ନାୟିକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More