Only for Entertainment

୭କୋଟିର ବିକିନୀ ପିନ୍ଧି ମଡେଲ ଜଣକ ସୋସିଆଲ ମିଡିଆରେ କଲେ ଧମାଲ !

25

ନ୍ୟୁୟର୍କର ଏକ ଫ୍ୟାଶନ ଶୋ’ରେ ମଡେଲ ଏଲ୍ସା ହୋସ୍କ ୭କୋଟିର ବିକିନୀ ପିନ୍ଧି ଧମାଲ ମଚାଇଛନ୍ତି । ଏହି ବିକିନୀରେ ୨୧୦୦ରୁ ଅଧିକ ହୀରା ଏବଂ ଦାମୀ ଷ୍ଟୋନ ଲାଗିଥିଲା । ସେହିଭଳି ବିକିନୀ ପଛରେ ଏକ ସୁନ୍ଦର ଡେଣା ମଧ୍ୟ ଦିଆଯାଇଥିଲା ।

ଏପରିକି ମଡେଲ ଏଲ୍ସା ହୋଷ୍କ ନିଜ ହଟ ଫଟୋରେ ସୋସିଆଲ ମିଡିଆରେ ଧମାଲ ମଚାଇଥାଆନ୍ତି କିନ୍ତୁ ଏବେ ଏହି ବିକିନୀ ପିନ୍ଧିବା ପରେ ଧମାକା ହୋଇଛି । ଏବେ ସେ ବିକିନୀ ଗର୍ଲ ସେନସେଶନ ହୋଇ ଚର୍ଚ୍ଚାରେ ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More