Only for Entertainment

ମଡେଲ ଜଣକ ପ୍ରଥମେ କଲେ ଦୁର୍ବବ୍ୟହାର, ପୁଣି ପୁଲିସଙ୍କ ସାମ୍ନାରେ ଉତାରିଲେ ନିଜର କପଡା !

34

ମଡେଲ ମେଘା ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହା ଏକ ସିସିଟିଭି ଫୁଟେଜ, ଯେଉଁଥିରେ ମେଘା ଏକ ବିଲ୍ଡିଂର ଲିଫ୍ଟରେ ଗାର୍ଡଙ୍କ ସହ ମାରପିଟ କରୁଥିବାର ନଜର ଆସିଛନ୍ତି । ଏଭଳି ଦେଖି ଲାଗୁଛି ଯେ ମେଘା ନିଶାଗ୍ରସ୍ତ ଅଛନ୍ତି । ଏହି ଭିଡିଓରେ କିଛି ପୁଲିସ କର୍ମଚାରୀ ମଧ୍ୟ ନଜର ଆସିଛନ୍ତି । ଯାହାଙ୍କ ସହ ମେଘା ଚିତ୍କାର କରି କଥା ହେଉଥିବାର ଭିଡିଓରେ ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ-

ମେଘାଙ୍କ ଆରୋପ ଥିଲା ଯେ ଗାର୍ଡ ତାଙ୍କୁ ଅସଦାଚାରଣ କରିଥିଲେ ଏହିକାରଣରୁ ସେ ପୁଲିସ ଡାକି ଥିଲେ ।ମାତ୍ର ପୁଲିସ ଓଲଟା ମହିଳାଙ୍କୁ ଉଠାଇ ନେଇ ଯାଇଥିଲେ । ସେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ । ମାତ୍ର ଅସଲରେ ଯାହା ଭିଡିଓ ସାମ୍ନାକୁ ଆସିଛି ସେଥିରେ କିଛି ଅଲଗା ହିଁ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଭିଡିଓରେ ମେଘା ପୁଲିସଙ୍କୁ ଧମକାଇ ନିଜର ପିନ୍ଧିଥିବା କପଡା ଉତାରିଛନ୍ତି । କେବଳ ସେତିକି ନୁହେଁ ସେ ବିଲ୍ଡିଂର ଗାର୍ଡଙ୍କୁ ମଧ୍ୟ ମାରପିଟ କରିଛନ୍ତି । ଏହି ପୂରା ଘଟଣା ସୋସିଆଲ ମିଡିଆରେ ଦୁଇ ଦିନ ହେବ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ ନିଶାଗ୍ରସ୍ତ ମେଘା ୱାଚମ୍ୟାନଙ୍କ ହାତରେ ସିଗାରେଟ ମଗାଇଥିଲେ , ମାତ୍ର ୱାଚମ୍ୟାନ ଆଣିବା ପାଇଁ ମନା କରିଦେଲେ ମେଘା ତାଙ୍କୁ ଗାଳି କରିଥିଲେ । ଏହାପରେ ଏଭଳି ଘଟଣା ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More