Only for Entertainment

ଭାଇରାଲ ହେଲା ମୋଦିଙ୍କ ନୂଆ ଲୁକ, ୬ ଘଣ୍ଟାରେ ୧୦ ଲକ୍ଷ ଲାଇକ୍ !

LatestLY
19

ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଲୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ବଡ କଥା ହେଉଛି, ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ମୋଦିଙ୍କ ଏହି ନୂଆ ଫଟୋକୁ ୧୦ ଲକ୍ଷ ଲାଇକ୍ସ ମିଲିଛି । ତେବେ ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ପାଦରେ ଚପଲ ପିନ୍ଧିଛନ୍ତି । ଏବଂ ମୋଦିଙ୍କ ହାତରେ ରହିଛି କିଚି ନୋଟ୍ ବୁକ୍ ଏବଂ ଫାଇଲ୍ ।

 

ପୋର୍ଟ ବ୍ଲେୟରରେ ଉଠାଯାଇଥିବା ମୋଦିଙ୍କ ଏହି ଫଟୋରେ କ୍ୟାପସନ ରହିଛି, ‘ସୁନ୍ଦର ପୋର୍ଟ ବ୍ଲେୟରରେ ଏକ ସକାଳ । ସୂର୍ଯ୍ୟଦୋୟର ସମୟ ଏବଂ ପାରମ୍ପରିକ ପୋଷାକ । ଆମର ସ୍ୱତନ୍ତ୍ରତା ସଂଗ୍ରାମର ସାହସୀ ନାୟକ, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି ।’ ମୋଦିଙ୍କ ଫଟୋରେ କିଛି ଏହିଭଳି କ୍ୟାପସନ୍ ଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More