Only for Entertainment

ଶରୀରର ଏହି ଭାଗରେ କଳାଜାଇ ଥିଲେ ବିବାହ ପରେ ଆପଣଙ୍କ ଭାଗ୍ୟ ଖୋଲିଯାଇପାରେ !

panjab keshari
0 141

ଅନେକ ଲୋକଙ୍କର ହାତ କିମ୍ବା ଶରୀରର ଅନ୍ୟସ୍ଥାନ ମାନଙ୍କରେ କଳାଜାଇ ନିଶ୍ଚିତ ଥାଏ । କଣ ଆପଣ ଜାଣନ୍ତି କି ଶରୀରର ବିଭିନ୍ନ ଅଂଗରେ କଳାଜାଇ ଥିଲେ ଏହା ବିବାହ ପରେ ଭାଗ୍ୟ ଖୋଲିବାର ସଙ୍କେତ ଦେଇଥାଏ । ଜ୍ୟୋତିର୍ବିତଙ୍କ ଅନୁସାରେ ଶରୀରର କିଛି ଖାସ ଅଙ୍ଗରେ କଳାଜାଇ ଉନ୍ନତି ଏବଂ ଧନବାନକୁ ସୂଚାଇ ଥାଏ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ବତାଇବୁ ।

  • ନାକ ଉପରେ କଳାଜାଇ
    ନାକର ଡାହାଣ ପାଶ୍ୱର୍ରେ କଳାଜାଇ ଥିଲେ ବିବାହ ପରେ ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବାର ସମ୍ଭାବନା ଥାଏ । ଆପଣଙ୍କୁ କୌଣସି ଜିନିଷର ଅଭାବ ହେବ ନାହିଁ ।
    10_47_561339797mole-on-face-17.10.17-15-ll
  • ଗାଲରେ କଳାଜାଇ
    ଯେଉଁ ନାରୀଙ୍କର ଡାହାଣ ଗାଲରେ କଳାଜାଇ ଥାଏ ସେହି ସ୍ତ୍ରୀ ଧନବାନ, ବୈଭବଶାଳୀ ଏବଂ ଚରିତ୍ରବାନ ହୋଇଥାଆନ୍ତି ।
    10_52_251715797mole-in-face-31.10.17-1-1-660x330-ll
  • ଥୋଡିରେ କଳାଜାଇ
    ଥୋଡିରେ କଳାଜାଇ ଥିଲେ ବିବାହା ପୂର୍ବରୁ ଯାହା ଅଭାବ ଥିବା ଏହା ବିବାହ ପରେ ପୂରଣ ହୋଇଯିବ ।
    10_53_114255797thuddi-ll
  • ହାତରେ କଳାଜାଇ
    ହାତରେ ଯଦି ବିବାହ ରେଖାରେ ଯଦି ନାଲି ରଂଗର କଳାଜାଇ ଥାଏ ତେବେ ବୈବାହିକ ଜୀବନ ସୁଖମୟ ହେବ ।
  • ଡାହାଣ ଆଖିରେ କଳାଜାଇ
    ଏହି ଭାଗରେ କଳାଜାଇ ଥିଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ଖୁବ ସାରା ଭଲ ପାଇବା ଦେବେ । ଏହାବ୍ୟତୀତ ଆଖି ଉପରେ କଳାଜାଇ ଥିବା ପାର୍ଟନର ଖୁବ ଭଲ ହୋଇଥାଆନ୍ତି । ଏହାଛଡା ବିବାହ ପରେ ଆପଣଙ୍କ ଭାଗ୍ୟ ଏବଂ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More