Only for Entertainment

କିଛି ଜଣା ଅଜଣା କଥା ଯାହା ଆପଣ ଆଗରୁ କେବେ ଶୁଣି ନଥିବେ !

mychainblog
0 48
  • ୧ବର୍ଷରେ ମନୁଷ୍ୟ ହାରାହାରି ୫୦ଲକ୍ଷ ଥର ନିଃଶ୍ୱାସ ପ୍ରଶ୍ୱାସ ନେଇଥାଏ ।
  • ମନୁଷ୍ୟ ଶରୀରର ତ୍ୱଚାରୁ ପ୍ରତିଦିନ ୧୦ବିଲିଅନ କୋଶିକା ପଡିଥାଏ ।
  • ଜନ୍ମ ବେଳେ ମନୁଷ୍ୟ ଶରୀରରେ ୩୦୦ହାଡ ରହିଥାଏ । ବୟସ ବୃଦ୍ଧି ହେଲେ ଏହା ୨୦୯ହୋଇ ରହିଯାଏ ।
  • ଏଚ ବି ପେନସିଲ ୩୫ମିଲି ଲମ୍ବା ଗାର ଟାଣିପାରେ ଏବଂ ଏହାସହ ୫୦,୦୦୦ ଶବ୍ଦ ଲେଖିପାରେ ।
  • ଆପଣଙ୍କ ଶରୀରର ଏକ ଚତୁର୍ଥାଂଶ ହାଡ ଆପଣଙ୍କ ପାଦରେ ରହିଥାଏ ।
  • ଜୁଆଣୀ ଖାଇବା ଦ୍ୱାରା ଏତେ କ୍ୟାଲୋରୀ ମିଳିଥାଏ ଯେ ସେତିକି କ୍ୟାଲୋରୀ ଜୁଆଣୀରେ ମଧ୍ୟ ନଥାଏ ।
  • ସବୁଠାରୁ ବଡ ହିମପାତ ଖଣ୍ଡ ଅର୍ଥାତ ଆକାଶରୁ ଗଳିଥିବା ବରଫ ଖଣ୍ଡ ୧୫ଇଂଚ ଚଉଡା ଏବଂ ୮ଇଂଚ ମୋଟା ଥିଲା ।
  • କୋକା-କୋଲା ରଂଗ ସବୁଜ ହୋଇଥାଆନ୍ତା ଯଦି ଏଥିରେ ଫୁଡ କଲର ମିଶାଯାଇ ନଥାଆନ୍ତା ।
  • ଛିଙ୍କିବା ସମୟରେ ଆପଣଙ୍କ ହୃଦୟ ୧ସେକେଣ୍ଡ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଥାଏ ।
  • ଆଖି ଖୋଲି ଛିଙ୍କିବା ଅସମ୍ଭବ ଅଟେ ।
  • ପୃଥିବୀ ଏକ ଏଭଳି ଗ୍ରହ ଅଟେ ଯାହାର ନାଁ କୌଣସି ଭଗବାନଙ୍କ ନାଁରେ ରଖାଯାଇ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More