Only for Entertainment

ମଦର ଟେରେସାଙ୍କର ଏହି ୫ଟି କଥା ଆପଣଙ୍କ କ୍ରୋଧ ଦୂର କରିବ ଏବଂ ଜୀବନକୁ ସୁନ୍ଦର କରିବ ।

amarujala
0 108

ସାରା ଦୁନିଆରେ ମାନବିକତାର ଉଦାହରଣ ସାଜିଥିବା ମଦର ଟେରେସା ତାଙ୍କର ସାରା ଜୀବନ ଗରୀବ ଏବଂ ରୋଗୀଙ୍କ ସେବାରେ ବିତାଇଥିଲେ । ଲୋକ ଆଜି ମଧ୍ୟ ତାଙ୍କୁ ମନେ ପକାନ୍ତି । ସେ ଏତେ ଶାନ୍ତ ସ୍ୱଭାବର ଥିଲେଯେ ତାଙ୍କୁ ଦେଖିଲେ କେବେ ମଧ୍ୟ ଅନୁଭବ ହୁଏ ନାହିଁଯେ ସେ କେବେ କ୍ରୋଧ କରିପାରିବେ ।

ଭଗବାନ କେବେ ମଧ୍ୟ ଚାହାଁନ୍ତି ନାହିଁଯେ ଆମେ ସଫଳ ହେଉ କିନ୍ତୁ ସେ ଚାହଁନ୍ତିି ଆମର ନିରନ୍ତର ପ୍ରୟାସ ।

ମିଠା କଥା କହିବା ସହଜ କିନ୍ତୁ ତାହାର ପ୍ରତିଧ୍ୱନି ଅନନ୍ତ ।

ଆମେ ଜାଣିନଥାଉଯେ ଆମର ସାମାନ୍ୟ ହସ ଅନ୍ୟର କେତେ ଭଲ କରିଥାଏ ଏବଂ ଅନ୍ୟକୁ କେତେ ଖୁସି ଦେଇଥାଏ ।

ଯଦି ଆପଣ ଶହେ ଲୋକଙ୍କୁ ସାହାଯ୍ୟ କରିପାରିବେ ନାହିଁ ତେବେ ଜଣକୁ ମାତ୍ର ସାହାଯ୍ୟ କରିଦିଅନ୍ତୁ ।

ମୁଁ ସଫଳତା ପାଇଁ ନୁହେଁ ବରଂ ବିଶ୍ୱାସ ପାଇଁ ପ୍ରାର୍ଥନା କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More