Only for Entertainment

ବଲିଉଡରେ ଡେବ୍ୟୁ ପୂର୍ବରୁ ଛାଇ ରହିଲେ ମୌନି ରୟ,ଫ୍ୟାନ୍ସଙ୍କ ସହିତ ସେୟାର କଲେ ବୋଲ୍ଡ ଫଟୋ ।

bollywood tadka
0 41

କଲର୍ସ ଟିଭିରେ ପ୍ରସାରିତ ମେଗା ଧାରାବାହିକ ନାଗିନରେ ବେଶ ଲୋକପ୍ରିୟତା ହାସଲ କରଇତିଲେ ମୌନି ରୟ  । କେବଳ ଅଭିନୟ ନୁହଁନ୍ତି ନିଜର ବୋଲ୍ଡ ଅନ୍ଦାଜକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି । ଅଭିନୟ କରିବା ସହିତ ସେ ଭଲ ଡ୍ୟାନ୍ସ ମଧ୍ୟ କରିଥାନ୍ତି । ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୋଲ୍ଡରେ ସେ ଡେବ୍ୟୁ କରିବେ । କେବଳ ଗୋଲ୍ଡ ନୁହେଁ ଏହାପରେ ପରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ସେ ଆଲିୟା ଏବଂ ରଣବୀରଙ୍କ ସହିତ ନଜର ଆସିବେ ।

 

ଅଧିକାଂଶ ସମୟରେ ମୌନି ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । ନିକଟରେ ସେ ଇଂଷ୍ଟାଗ୍ରାମରେ ବୋଲ୍ଡ ଅନ୍ଦାଜରେ ଫଟୋ ସେୟାର କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଫଟୋକୁ ସେ ଭିନ୍ନ ଭିନ୍ନ ଫ୍ରେମରେ ସୁଟ କରିଛନ୍ତି । ତେବେ ମୌନିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More