Only for Entertainment

ମୌନି ରୟଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ଫିକା ପଡ଼ିଗଲା ସୂର୍ଯ୍ୟ କିରଣ ।

bollywood tadka
27

ମୌନି ରୟ ଏବେ ବଲିଉଡ ସୁନ୍ଦରୀ ମାନଙ୍କ ମଧ୍ୟରେ ଖୁବ ଜଣାଶୁଣା ଚେହେରା ହୋଇ ଯାଇଛନ୍ତି । ବିଭିନ୍ନ ସମୟରେ ତାଙ୍କ ସୌନ୍ଦର୍ଯ୍ୟର ମନଲୋଭା ଫଟୋ ଆମ ସାମ୍ନାକୁ ଆସୁଛି । ଯାହାକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟ ମାଧ୍ୟମରେ ଆମ ସହିତ ଶେୟାର କରୁଛନ୍ତି । ଖୁବ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିବା ମୌନି ରୟ ପୁଣିଥରେ ଫ୍ୟାନଙ୍କୁ ଦିୱାନା କରି ଦେଇଛନ୍ତି । ସେ ଫଟୋରେ ଏତେ ସୁନ୍ଦର ଦେଖା ଯାଉଛନ୍ତିଯେ ଯାହାକୁ ଦେଖିବା ପରେ ଆପଣ କହିବେଯେ ମୌନି ରୟଙ୍କ ସାମ୍ନାରେ ସୂର୍ଯ୍ୟକିରଣ ମଧ୍ୟ ଫିକା ପଡ଼ିଯାଇଛି । ନିକଟରେ ସେ ପୁଣିଥରେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଯେଉଁ ଫଟୋ ଶେୟାର କରିଛନ୍ତି ଚାଲନ୍ତୁ ତାହା ଉପରେ ନଜର ପକାଇବା ।

 

View this post on Instagram

 

“Clooney the Clown”

A post shared by mon (@imouniroy) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More