Only for Entertainment

ହସ୍ପିଟାଲରେ ଭର୍ତ୍ତିି ହେଲେ ମୌନୀ ରୟ, ଜାଣନ୍ତୁ କାହିଁକି ?

you tube
51

ବଲିଉଡ ଅଭିନେତ୍ରୀ ମୌନୀ ରୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଅସଲରେ ଅଭିନେତ୍ରୀ ମୌନୀ ରୟଙ୍କୁ କହୁଣୀରେ ଆଘାତ ଲାଗିଛି । ଆଘାତ ଲାଗିବା କାରଣରୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ମୌନୀ ଦୁଇ ଦିନ ପର୍ଯ୍ୟନ୍ତ ରହିବେ ବୋଲି ଶୁଣିବାକୁ ମିଳିଛି ।

mouni

ମୌନୀ ନିଜ ଇଂ ଷ୍ଟାଗ୍ରାମ ଷ୍ଟୋରୀରେ କହୁଣୀରେ ଆଘାତ ଲାଗିଥିବା ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ ।

ମୌନୀଙ୍କ ୱାର୍କ ଫିଟ ବିଲ ଷୟରେ କହିବାକୁ ଗଲେ ସେ ଏବେ ମନିଜର ଆଗାମୀ ଫିଲ୍ମ ‘ର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ଜନ ଆବ୍ରାହମ ନଜର ଆସିବେ । ଏହା ସହିତ ସେ ନିଜର ଗ୍ଲାମରସ ଫଟୋ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More