Only for Entertainment

ଖୁବ ଛୋଟ ଡ୍ରେସ ପିନ୍ଧି ମୌନି ରାୟ ଦେଇଛନ୍ତି ବୋଲ୍ଡ ପୋଜ, ଦେଖନ୍ତୁ ଫଟୋ ।

bollywoodetadka
0 77

ଟିଭି ଅଭିନେତ୍ରୀ ମୌନି ରାୟ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମାତ୍ର ଏହି ଡେବ୍ୟୁ ପୂର୍ବରୁ ହିଁ ଚାରିଆଡେ ନିଜର ଯାଦୁ ବିଛାଇ ରହିଛନ୍ତି । ଗତ କିଛି ଦିନ ତଳେ ବ୍ରହ୍ମାସ୍ତ୍ର ଫିଲ୍ମର ସିଡ୍ୟୁଲ ସୁଟ ସରିଯାଇଛି । ଏହାମଧ୍ୟରେ ମୈାନିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ତେହେଲକା ମଚାଇଛନ୍ତି । ଏହି ଫଟୋରେ ମୌନି ହଟ ଲୁକରେ ନଜର ଆସିଛନ୍ତି ।

11_43_089548910mouni2-ll

ମୌନି ଖୁବ ଶୂୀଘ୍ର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ବଲିଉଡ ଫିଲ୍ମ ମଧ୍ୟରେ ଆଉ ଏକ ଫିଲ୍ମ ଡେବ୍ୟୁ ରହିଛି ଗୋଲ୍ଡ । ବ୍ରହ୍ମାସ୍ତ୍ର ଫିଲ୍ମରେ ତାଙ୍କ ସହ ଆଲିୟା, ରଣବୀର କପୁର, ଅମିତାଭ ବଚ୍ଚନ ନଜର ଆସିବେ । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟ ପରେ ମୌନି ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଲୁକ ସେୟାର କରିଛନ୍ତି । ଏହି ଫଟୋରେ ମୌନି ଧଳା ରଂଗର ଏକ ଅଫ ସୋଲ୍ଡର ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି ।

11_42_517012910mouni-ll

ଏଠାରେ ଆମେ କହି ରଖୁଛୁ ଯେ ବ୍ରହ୍ମାସ୍ତ୍ର ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମରେ ଗୋଲ୍ଡରେ ନଜର ଆସିବେ ମୌନି । ଏହି ଫିଲ୍ମ ୧୫ ଅଗଷ୍ଟ ୨୦୧୮ରେ ରିଲିଜ ହେବାକୁ ଯାଉଛି । ଏହା ମୌନିଙ୍କ ଡେବ୍ୟୁ ଫିଲ୍ମ ଅଟେ । ଖବର ମୁତାବକ ‘ବ୍ରହ୍ମାସ୍ତ୍ର’ରେ ମୌନି ନେଗେଟିଭ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More