Only for Entertainment

ବ୍ଲୁ ଗାଉନରେ ଭାଇରାଲ ହେଲା ମୌନିଙ୍କ କିଲର ଲୁକ ।

punjab kesari
29

ବଲିଉଡ ଅଭିନେତ୍ରୀ ମୌନି ରୟ ଅଧିକାଂଶ ସମୟରେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମୌନି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କିଛି ଫଟୋ ଶେୟାର କରିଛନ୍ତି ।

ଏହି ଲାଟେଷ୍ଟ ଫଟୋରେ ସେ ବ୍ଲୁ ରଙ୍ଗର ଗାଉନ ପିନ୍ଧିଛନ୍ତି,ଯେଉଁଥିରେ ଖୁବ ଗ୍ଲାମରସ ନଜର ଆସିଛନ୍ତି ଅଭିନେତ୍ରୀ । ତାଙ୍କର ଏହି କିଲର ଲୁକରେ ଆପଣ ମଧ୍ୟ ଦିୱାନା ହୋଇଯିବେ ।


କିଛି ଘଂଟା ମଧ୍ୟରେ ଏହାକୁ ୯ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଛି । ତେବେ ଫଟୋକୁ ଖ୍ରୀଷ୍ଟମାସ ଉପଲକ୍ଷେ ଶେୟାର କରିଛନ୍ତି ମୌନି ।

 

ମୌନି ଏହି ବର୍ଷ ଫିଲ୍ମ ଗୋଲ୍ଡରେ ଡେବ୍ୟୁ କରିଛନ୍ତି । ତେବେ ଅକ୍ଷୟଙ୍କ ସହିତ ନଜର ଆସିଥିଲେ ମୌନି । ତେବେ ଏହାପରେ ସେ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More