ଷ୍ଟାର ସ୍କ୍ରିନ ଆୱାର୍ଡ଼ ରେ ମୋନିଙ୍କ ଜଲୱା, ଦେଖନ୍ତୁ ଫଟୋ !
ନିକଟରେ ହୋଇଥିବା ଷ୍ଟାର ସ୍କ୍ରିନ ଆୱାର୍ଡ଼ ରେ ଅନେକ ବଲିଉଡ ଷ୍ଟାର ସାମିଲ ହୋଇଥିଲେ ।ଏହି ଇଭେଂଟରେ ଅନେକ ଅଭିନେତ୍ରୀ ନିଜର ଗ୍ଲାମରସ ଲୁକରେ ଯାଦୁ ବିଛାଇଥିଲେ ।
ସେହିଭଳି ଅଭିନେତ୍ରୀ ମୋନି ରୟ ମଧ୍ୟ ନିଜର କାତିଲାନା ଅନ୍ଦାଜରେ ସମସ୍ତଙ୍କୁ କରିଥିଲେ ଘାୟଲ । ଏହି ଇଭେଣ୍ଟରେ ମୋନି ଖୁବ ହଟ ଅନ୍ଦାଜରେ ନଜର ଆସିଥିଲେ ।
ସେ ଏକ ଗୋଲଡେନ ରଙ୍ଗର ଗାଉନ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ହଟ କ୍ଲିଭେଜ ପରିଷ୍କାର ନଜର ଆସିଥିଲା । ଏଠାରେ ଆମେ କହି ରଖୁଛୁ ଯେ ମୋନି ଅନେକ ସମୟ ଧରି ନିଜର ହଟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।