Only for Entertainment

ଅର୍ଜୁନ ପଟିଆଲା ଫିଲ୍ମ ପ୍ରମୋଶନରେ ନଜର ଆସିଲା କୃତିଙ୍କ ଗ୍ଲାମରସ ଅନ୍ଦାଜ !

25

ଅଭିନେତ୍ରୀ କୃତି ସାନନ କିଛି ଦିନ ହେବ ନିଜ ପଂଜାବୀ ଫିଲ୍ମ ଅର୍ଜୁନ ପଟିଆଲା ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଇଭେଂଟରେ ସେ ଲଗାତାର ନିଜ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ଦେଖନ୍ତୁ ଫଟୋ-

   ନିକଟରେ କୃତି ଏକ ଡାନ୍ସ ରିଆଲିଟି ଶୋ’ ରେ ଷ୍ଟନିଂ ଲୁକରେ ପହଂଚିଥିଲେ । ‘ଅର୍ଜୁନ ପଟିଆଲା ଫିଲ୍ମରେ କୃତି ସାନନ ଅଭିନେତା ତଥା ସିଙ୍ଗର ଦିଲଜିତ ଦୋସାଂଝଙ୍କ ସହ ନଜର ଆସିବେ ।

 

ଟ୍ରେଲର ରିଲିଜ ହେବା ପରେ ଏହି ଫିଲ୍ମକୁ ଦର୍ଶକଙ୍କ ପ୍ରଚୁର ଭଲ ପାଇବା ମିଳିଛି । ଦୁହେଁ କଳାକାର ଏହାର ପ୍ରମୋଶନରେ ଏବେ ବ୍ୟସ୍ତ ରହିଛନ୍ତି ।

ନିକଟରେ ଏକ ଇଭେଂଟରେ କୃତିଙ୍କ ଏହି ଗ୍ଲାମରସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଗ୍ଲାମରସ ୱାନପିସ ଡ୍ରେସରେ ସେ ଖୁବ ଷ୍ଟାଇଲିସ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More