Only for Entertainment

ସାମ୍ନାକୁ ଆସିଲା ବାବୁଶାନଙ୍କ  ଫିଲ୍ମ ମିଷ୍ଟର ମଜନୁ ଟ୍ରେଲର,ଏକାସହ ୩ଜଣ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ଆସିଲେ ନଜର !

36

ତରଙ୍ଗ ସିନେ ପ୍ରଡକ୍ସନରେ ବାବୁଶାନଙ୍କ  ଫିଲ୍ମ ମିଷ୍ଟର ମଜନୁ ରିଲିଜ ହୋଇସାରିଛି । ।  ଏହି ଫିଲ୍ମରେ ବାବୁଶାନଙ୍କ ସହ ନଜର ଆସିଛନ୍ତି  ୩ଟି ଅଭିନେତ୍ରୀ । ନିକଟରେ ଏହି ଫିଲ୍ମର ଗୀତ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମର ଗୀତ ରିଲିଜ ରିଲିଜ ହୋଇସାରିଛି , ମାତ୍ର ଫିଲ୍ମ ପରଦାରେ ପଡିବା ପୂର୍ବରୁ କୌଣସି ଟ୍ରେଲର ଆସିନଥିଲା । ତେବେ ଫିଲ୍ମ ରିଲିଜ ହେବାର କିଛି ଦିନ ପରେ ସୋସିଆଲ ମିଡିଆରେ ଏହାର ଟ୍ରେଲର ଦେଖିବାକୁ ମିଳିଛି । ଯାହା ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ମଜାକିଆ ଅନ୍ଦାଜ ଏବଂ ଏକାସାଙ୍ଗେ ୩ଜଣ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ବାବୁଶାନ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଶୋକ ପତି । ତେବେ ଏହି ଫିଲ୍ମ ଦଶହରା ପର୍ବରେ କ’ଣ କମାଲ ଦେଖାଇବ ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More