Only for Entertainment

୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ ଇଣ୍ଡିଆ ଇଂଟରନେସନାଲ ହେଲେ ଏହି ମହିଳା…………..

Patrika
40

ଜୟପୁରର ଡାକ୍ତର ଅନୁପମା ସୋନି ମିସେସ ଇଣ୍ଡିଆ ଇଂଟରନେସନାଲ କ୍ରାଉନ ଜିତି ସାରିଛନ୍ତି । ଥାଇଲ୍ୟାଣ୍ଡର ରିୟାଙ୍ଗ ସହରରେ ଆୟୋଜିତ ମିସେସ ଇଣ୍ଡିଆ ଇଂଟରନେସନାଲ ସୌନ୍ଦର୍ଯ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ସୋନି ଅଲ ନେସନ୍ସ ଟାଇଟଲ ଏବଂ ମିସେସ ଫଟୋଜେନିକ ସବଟାଇଟଲ ଜିତିଛନ୍ତି ।

ସେଠାରେ ରାଜସ୍ଥାନୀ କଳା ଏବଂ ସଂସ୍କୃତିକୁ ବିଶେଷ ଭାବରେ ରେଖାଙ୍କିତ କରାଗଲା ।ପ୍ରତିଯୋଗୀତାରେ ୨୫ଟି ଦେଶର ୩୫ ଜଣ ପ୍ରତିଯୋଗୀ ଥିଲେ ।ସମସ୍ତଙ୍କୁ ପଛରେ ପକାଇ ବିଜୟିନୀ ହେଲେ ସୋନି ।

ଏହା ପୂର୍ବରୁ ସୋନି ମିସେସ ଇଣ୍ଡିଆ ୨୦୧୮ର କ୍ରାଉନକୁ ନିଜ ନାମରେ କରିଥିଲେ ।୩୦ ଜୁଲାଇକୁ ଚେନ୍ନାଇରେ ଆୟୋଜିତ ମିସେସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ରାଉଣ୍ଡରେ ତାଙ୍କୁ କ୍ରାଉନ ପିନ୍ଧା ଯାଇଥିଲା । ଅନୁପମା ପ୍ରୋଫେସନରେ ଜଣେ ଡାକ୍ତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More