Only for Entertainment

ସାମ୍ନାକୁ ଆସିଲା ‘କଳଙ୍କ’ର ଫାଷ୍ଟ ଲୁକ, ଏହି ଦିନ ରିଲିଜ ହେବ ଫିଲ୍ମ

dharma production twitter
81

କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘କଳଙ୍କ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଏହା ସହିତ ଫିଲ୍ମର ଲୋଗେକୁ ମଧ୍ୟ ରିଲିଜ କରାଯାଇଛି । ବରୁଣ ଧୱନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଲୋଗକୁ ସେୟାର କରିଛନ୍ତି । ଅନ୍ୟ ପକ୍ଷରେ ଧର୍ମା ପ୍ରଡକ୍ସନ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି ।

 

View this post on Instagram

 

Kalank begins to unravel from tomorrow

A post shared by Varun Dhawan (@varundvn) on

ସାମ୍ନାକୁ ଆସିଥିବା ପୋଷ୍ଟରରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଡଙ୍ଗାରେ ବସିଥିବା ଦେଖିବାକୁ ମିଳିଛି । ଝିଅଟି ହ୍ୱାଇଟ କଲର ସୁଟ ପିନ୍ଧିଥିବା ବେଳେ ପୁଅଟି ପଗଡି ପିନ୍ଧି ଥିବାର ନଜର ଆସିଛନ୍ତି ।

ଏହି ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ଆଦିତ୍ୟ ରୟ କପୁର, ମାଧୁରୀ ଦିକ୍ଷୀତ , ସୋନାକ୍ଷୀ ସିହ୍ନା ଆଦି ଲିଡ ରୋଲରେ ନଜର ଆସିବେ । ଏହି ଫିଲ୍ମ ୧୯ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More