Only for Entertainment

ମୁମ୍ବାଇ ପୋଲିସ ସେୟାର କଲେ ‘ଗଲି ବୟ’ର ମଜାଦାର ମିମ, କାରଣ ଜାଣିଲେ ହସ ରୋକି ପରିବେ ନାହିଁ ।

zeenews
17

ରଣବୀର ସିଂ ଏବଂ ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ‘ଗଲି ବୟ’ର ଟ୍ରେଲର ରିଲିଜ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଲୋକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିପାରିଛି । ଏହି ଫିଲ୍ମର ଡାଇଲଗକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ହସ ରୋକି ପାରିବେ ନାହିଁ ।

ଆଜ୍ଞା ହିଁ , ମୁମ୍ବାଇର ପୋଲିସ ଗଲିବୟର ଏକ ଡାଇଲଗକୁ ନିଜ ଟ୍ୱିଟ ଆକାଉଣ୍ଟରେ ସେୟାର କରିଛନ୍ତି । ମୁମ୍ବାଇ ପୋଲିସ ଫିଲ୍ମ ‘ଗଲି ବୟ’ର ଡାଇଲଗକୁ ବ୍ୟବହାର କରି ଲୋକମାନପଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ।

ruchika

ଗଲିବୟର ଟ୍ରେଲର ରିଲିଜ ହେବା ପରେ ଏହାର ଅନେକ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମିମ୍ସର ଫାଇଦା ମୁମ୍ବାଇ ପୋଲିସ ଉଠାଇଛନ୍ତି । ଯେଉଁଥିରେ ଆଲିଆ ରଣବୀରଙ୍କୁ କହୁଛନ୍ତି ‘ ମର ଜାୟେଗା ତୁ’ ସେହି ଡାଇଲଗକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଲୋକମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More