Only for Entertainment

ରିଲିଜ ହେଲା ପାନୀପତର ଗୀତ ସପ୍ନା ହୈ ସଚ୍’- ଇମୋଶନରେ ଭରପୂର କାହାଣୀ, ନଜର ଆସିଲା କୃତି ଓ ଅର୍ଜୁନଙ୍କ ଭିନ୍ନ କେମେଷ୍ଟ୍ରି

INDIATV
46

ରିଲିଜ ହେଲା ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ପାନୀପତର ଗୀତ ସପ୍ନା ହୈ ସଚ୍ । ଗୀତରେ କୃତି ସାନନ ଏବଂ ଅର୍ଜୁନ କପୂରଙ୍କ ଲଭେବଲ କେମେଷ୍ଟ୍ରି ଦେଖିବାକୁ ମିଳିଛି । କୃତିଙ୍କ ଚେହେରାରୁ ବାରି ହେଉଛିଯେ କେତେ ଇମୋଶନରେ ଭରା ଏହି କାହାଣୀ । ତେବେ ଗୀତଟି ଶୁଣିବା ପାଇଁ ଯେପରି ମଧୁର ହୋଇଛି ଦେଖିବା ପାଇଁ ମଧ୍ୟ ମନମୋହକ ହୋଇଛି । ତେବେ ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ଏବେଠାରୁ ଜୋରଦାର ପ୍ରମୋଶନରେ ବ୍ୟସ୍ତ ହୋଇଗଲେଣି ।

କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଫିଲ୍ମରେ ଅଭୟ ଯୋଦ୍ଧପୁରକର ଏବଂ ଶ୍ରେୟା ଘୋଷାଲଙ୍କର ଗାୟିକି ଶୁଣିବାକୁ ମିଳିବ । ନିକଟରେ ରିଲିଜ ହୋଇଥିବା ଏହି ଗୀତକୁ ୟୁଟ୍ୟୁବରେ ଖୁବ ପସନ୍ଦ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More