Only for Entertainment

ରିଲିଜ୍ ହେଲା ହିନ୍ଦୀ ମ୍ୟୁଜିକ୍ ଭିଡିଓ ମେରି ହସି !

116

ରିଲିଜ୍ ହେଲା ହିନ୍ଦୀ ମ୍ୟୁଜିକ୍ ଭିଡିଓ ମେରି ହସି । ଗୀତରେ ଦେଖିବାକୁ ମିଳିଛି ଛୋଟ ପରଦାର ଷ୍ଟାର୍ କୁୱଁର୍ ଅମର୍ ଓ ଆଦିତିଙ୍କ ରୋମାନ୍ସ । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମଜାଦ୍ ନଦୀମ୍ । ଗୀତଟିରେ କଣ୍ଠଦାନ କରିଛନ୍ତି ଆକାଂକ୍ଷା ଶର୍ମା ଓ ୟାସିର ଦେଶାଇ । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନଟରିଅସ୍ । ୟୁଟୁବରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଗୀତଟିକୁ ଜି ମ୍ୟୁଜିକ କମ୍ପାନୀ ତରଫରୁ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More