Only for Entertainment

ଶୋଇବା ପୂର୍ବରୁ ପୁରୁଷମାନେ ନିହାତି ଲଗାନ୍ତୁ ସୋରିଷ ତେଲ,ଫାଇଦା ଜାଣିଲେ ଆଶ୍ଚଯ୍ୟ ହୋଇଯିବେ ।

amarujala
0 57

ଆପଣ ସୋରିଷ ତେଲର ବିଭିନ୍ନ ଫାଇଦା ବିଷୟରେ ଜାଣିଥିବେ । ମୁଣ୍ଡ ଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଏ । ଏହା କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ଖାଦ୍ୟରେ ବ୍ୟବହାର କରାଯାଏ,ଯାହା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ କରିଥାଏ । ତେବେ ପୁରୁଷମାନେ ଏହାକୁ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା କେଉଁ ଫାଇଦା ହୋଇଥାଏ ଆସନ୍ତୁ ଜାଣିବା ।
ଏହା ଶରୀର ପାଇଁ ଖୁବ ଲାଭବାନ । ଏଥିରେ ଥିବା ଭିଟାମିନ,ମିନେରାଲସ ଏବଂ ପୋଷକ ତତ୍ତ୍ୱ ଖୁବ ଲାଭଦାୟକ । ରାତିରେ ଶୋଇବା ପୂର୍ବରୁ ଏହି ଦୁଇ ଅଙ୍ଗରେ ଲଘାନ୍ତୁ ସୋରିଷ ତେଲ ।

ରାତିରେ ଶୋଇବା ପୂର୍ବରୁ ତଳ ପାଦରେ ସୋରିଷ ତେଲ ଘଷନ୍ତୁ । ଏହା କରିବା ଦ୍ୱାରା ଆଖିର ରଶ୍ମି ତୀକ୍ଷ୍ଣ ହୋଇଥାଏ । ଏହା ବ୍ୟତୀତ ବ୍ୟକ୍ତିକୁ ଭଲ ନିଦ ଆସିଥାଏ । ଏହା ଦ୍ୱାରା ପୁରୁଷଙ୍କ ଶରୀର ସୁସ୍ଥ ଏବଂ ମଜବୁତ ରହିଥାଏ ।
ରାତିରେ ଶୋଇବା ପୁର୍ବରୁ ସୋରିଷ ତେଲକୁ ନାଭିରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ । ଓଠ ସୁନ୍ଦର ଏବଂ କୋମଳ ହୋଇଥାଏ । ଏହା ବ୍ୟତୀତ ପେଟଜନିତ ସମସ୍ୟା ଦୂର ହେବା ସହିତ ପାଚନ ସମ୍ବଦ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଶରୀରର କୌଣସି ସ୍ଥାନ ଆଘାତ ପାଇ ଭଲ ହେଉନାହିଁ ତେବେ ତାହା ଶୁଖିବା ପର୍ଯ୍ୟନ୍ତ ସୋରିଷ ତେଲ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More