Only for Entertainment

ଏହି ରେଷ୍ଟୁରାଂଟ ମେନ୍ୟୁରେ ଝିଅ ମାନଙ୍କ ପାଇଁ ରହିଛି ଚମତ୍କାର ଅପ୍ସନ, ଆଶ୍ଚର୍ଯ୍ୟ କରିଦେବ ଡିସ୍ ର ନାମ

aajtak
86

ଅଧିକାଂଶ ସମୟରେ ଦେଖିବାକୁ ମିଳେ ଲୋକ ମଜାଳିଆ ଢଙ୍ଗରେ କୁହନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଭୋକରେ ଥିଲେ ରୋଷେଇ ଘରେ ଥିବା ସମସ୍ତ ଖାଦ୍ୟ ଖାଇଦିଏ । ବୋଧହୁଏ ଏହି କଥାକୁ ବୁଝିବା ପରେ ଏକ ରେଷ୍ଟୁରାଂଟ ମେନ୍ୟୁରେ ଖାସ ଅପ୍ସନ ରଖାଯାଇଛି । ଯାହାର ନାମ ହେଉଛି ମାଇ ଗର୍ଲଫ୍ରେଣ୍ଡ ଇଜ ନଟ୍ ହଙ୍ଗରୀ ।

 

ଫିଲାଡେଲଫିଆର ଏକ ରେଷ୍ଟୁରାଂଟରେ ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ମେନ୍ୟୁରେ ମାଇ ଗର୍ଲଫ୍ରେଣ୍ଡ ଇଜ ନଟ୍ ହଙ୍ଗରୀ ରଖାଯାଇଛି । ଅପ୍ସନ ଶୁଣିବା ପରେ ନିହାତି ଭାବରେ ଆପଣଙ୍କୁ କିଛି ଅଜବ ଲାଗୁଥିବ, କିନ୍ତୁ ଏହି ଡିସ ଖୁବ ସ୍ୱାଦିଷ୍ଟ । ଯାହାକୁ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ସବୁଠାରୁ ଖାସ କଥା ହେଉଛି ଯଦି ଆପଣ ଗର୍ଲଫ୍ରେଣ୍ଡ ସହିତ ଯାଇ ଏହି ଡିସ ଅର୍ଡର କରନ୍ତି ତେବେ ଆପଣଙ୍କୁ ଥାଳିରେ ଏକ୍ସଟ୍ରା ଫ୍ରେଂଚ ଫାଏଜ, ଚିକେନ ୱିଙ୍ଗ୍ସ ଏବଂ ଫାଏଡ ଚିଜ୍ ଷ୍ଟିକ୍ସ ଭଳି ଖାଦ୍ୟ ପରସି ଦିଆଯିବ । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଆପଣଙ୍କୁ ୩୦୦ ଟଙ୍କାରୁ କମ ଦେବାକୁ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More