Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ମୃତ୍ୟୁର ଲାଇଭ ଭିଡିଓ !

Panjab Keshri
0 89

ମୃତ୍ୟୁ କେବେ ଏବଂ କେତେବେଳେ ଆସେ ତାହା କାହାକୁ ଜଣା ନଥାଏ । କିଛି ଏଭଳି ଏକ ମୃତ୍ୟୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ପରିବାର ସହ ପିକନିକ ପାଇଁ ଯାଇଥିବା ଜଣେ ବୈଜ୍ଞାନିକ ପାଣିର ସୁଅରେ ଭାସିଗଲେ । ଏହି ଘଟଣା ହେଉଛି ମୈସୁରର ।

ସୂତ୍ର ମୁତାବକ ମୈସୁରରେ କାର୍ଯ୍ୟରତ ଥିବା ଜଣେ ବୈଜ୍ଞାନିକ ନିଜ ପରିବାର ସହ ଚୁନଚୁନାକଟ୍ଟେ ଫଲ୍ସରେ ପିକନିକ ପାଇଁ ଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପରିବାର ବର୍ଗଙ୍କ ସାମ୍ନାରେ ବୈଜ୍ଞାନ୍ଖଳ ଜଣକ ଭାସିଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More