Only for Entertainment

‘ନାଗୀନ୩’ରେ କରିସ୍ମା ତନ୍ନା ହେବେ ନାଗୀନ !

khabar ndtv
0 44

ନିର୍ମାତା ଏକତା କପୁର ସୋମବାର ନିଜ ନୂଆ ଧାରାବାହିକ ନାଗୀନ୩ରେ ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଭୂମିକାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏହି ଧାରାବାହିକରେ କରିସ୍ମାଙ୍କୁ ନାଗୀନ ଭୂମିକାରେ ଦେଖିବାକୁ ମିଳିବ । ଏକତା ସୋସିଆଲ ମିଡିଆ ଜରିଆରେ ଅଭିନେତ୍ରୀ କରିସ୍ମାଙ୍କୁ ସ୍ୱାଗତ ଜଣାଇଛନ୍ତି ।  ସୋମବାର ଟ୍ୱିଟ କରି କହିଛନ୍ତି ଏ ହେଉଛନ୍ତି ନାଗୀନ ୩ର ନାଗୀନ । ଖୁବ ଶୀଘ୍ର କଲର୍ସ ଚ୍ୟାନେଲ ଆସୁଥିବାର ସେ ସେୟାର କରି କରିସ୍ମାଙ୍କୁ ସ୍ୱାଗତ ଜଣାଇଛନ୍ତି’ ।

କରିସ୍ମାଙ୍କ ଭୂମିକାର ପ୍ରଥମ ଲୁକ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଶୁଣିବାକୁ ମିଳିଛି ଯେ ନାଗୀନ ୩ରେ ୩ଟି ନାଗୀନଙ୍କୁ ଦେଖିବାକୁ ମିଳିବ । ଆଉ ଦୁଇ ନାଗୀନଙ୍କ ଭୂମିକା ଏବେ ପର୍ଯ୍ୟନ୍ତ ଖୁଲାସା କରାଯାଇନାହିଁ ।
ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହି ଧାହାବାହିକର ପ୍ରଥମ ଏବଂ ଦ୍ୱିତୀୟ ସଂସ୍କରଣରେ ନାଗୀନର ଭୂମିକା ମୌନି ରୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More