Only for Entertainment

ବହୁ ପ୍ରତୀକ୍ଷା ପରେ ସାମ୍ନାକୁ ଆସିଲା ଫିଲ୍ମ ‘ପେଟା’ରେ ନବାଜୁଦ୍ଦିନ ସିଦ୍ଦିକଙ୍କ ଫାଷ୍ଟ ଲୁକ ।

ani
23

ବହୁ ପ୍ରତୀକ୍ଷା ପରେ ଫିଲ୍ମ ପେଟାରୁ ନବାଜୁଦ୍ଦିନ ସିଦ୍ଦିକଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି । ସାକ୍ରେଡ ଗେମ୍ସର ଏହି ଆକ୍ଟର ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫିଲ୍ମରେ ନବାଜୁଦ୍ଦିନ ସିଦ୍ଦିକୀ ସିଙ୍ଗାର ସିଂ ଚରିତ୍ରରେ ନଜର ଆସିବେ । କ୍ୟାପ୍ସନରେ ଲେଖାଅଛିଯେ ଫାଷ୍ଟ ଲୁକ ଅଫ ସିଙ୍ଗାର ସିଂ ।
ଫଟୋ ଦେଖି ଦର୍ଶକଙ୍କ ମନରେ ଖୁବ ସାରା ସସପେନ୍ସ ଦେଖିବାକୁ ମିଳୁଛି ।

 

 

View this post on Instagram

 

First Look of #SingaarSingh in #PETTA @sunpictures @karthiksubbaraj

A post shared by Nawazuddin Siddiqui (@nawazuddin._siddiqui) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More