Only for Entertainment

ସେମି ପାଇନାଲରେ ପହଂଚିଲେ ନାହିଁ କୋରିଓ ଗ୍ରାଫର ‘ନଚ ବଲିୟେ ୯’କୁ କଲେ ବଏକଟ

asianet news hindi
56

ପରଦାର ରିଆଲିଟି ଡ୍ୟାନ୍ସ ଶୋ ନଚ ବଲିୟେ ୯’ ପ୍ରତିଯୋଗୀଙ୍କ ପଫର୍ମାନ୍ସ ଠାରୁ ଅଧିକ ଅନ୍ୟ ବିବାଦ ପାଇଁ ଚର୍ଚ୍ଚାରେ ରହିଛି । ଶୋ’ରେ ହୋଇଥିବା ବିବାଦୀୟ ଘଟଣା ପରେ ଏବେ ଏକ ନୂଆ ଖବର ଆସିଛିଯେ ବିଚାରକ ମାନେ ଏହି ଶୋ’ରେ ନଜର ଆସିବା ପାଇଁ ମନା କରି ଦେଇଛନ୍ତି । ଏପିସୋଡର ସୁଟିଂ ମଲାଡ ଷ୍ଟୁଡିଓରେ ଜାରି ରହିିଛି । ସ୍ପଟବଏର ରିପୋର୍ଟ ଅନୁସାରେ ୩ଟି ପର୍ଫମାନ୍ସ ପରେ ମଂଚ ଉପରକୁ କୌଣସି କୋରିଓଗ୍ରାଫର ଆସିଲେ ନାହିଁ । ତେବେ ଏହା ପଛର କାରଣ କ’ଣ ଆସନ୍ତୁ ଆଲୋଚନା କରିବା ।

ଖବର ଅନୁସାରେ କୋରିଓଗ୍ରାଫର ମାନେ ଯଦିଓ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ତଥାପି ସୁଟିଂ ସେଟକୁ ଆସିବାକୁ ମନା କରି ଦେଇଛନ୍ତି । କାରଣ ହେଉଛି ଗତ ସପ୍ତାହରେ ଅହମ୍ମଦ ଏକ ଫର୍ପମାନ୍ସକୁ ଖୁବ ଖରାପ କମେଂଟ ଦେଇଥିଲେ । କମେଂଟରେ ସେ ତାହାକୁ ଜିରୋ ପର୍ଫମାନ୍ସ ବୋଲି କହିଥିଲେ । ଖବର ଅନୁସାରେ ରବିନା ଟଣ୍ଡନ ଏବଂ ଅନ୍ୟମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More