Only for Entertainment

ପ୍ରଥମ ଥର ଦେଖିବାକୁ ମିଳିଲା ସୁନ୍ଦରୀ ନାଗିନଙ୍କ ସହ ଚଷମାଧାରକ ନାଗଙ୍କ ଜୁଗଳବନ୍ଦୀ ।

instagram
0 69

ଶିଳ୍ପା ସିନ୍ଦେ ଏବଂ ସୁନୀଲ ଗ୍ରୋବର କ୍ରିକେଟ ଏବଂ ଏଂଟରଟେନମେଂଟର କକଟେଲ ‘ଜିୟୋ ଧନ ଧନା ଧନ’ରେ କମେଡିର ଜବରଦସ୍ତ ଧମାଲ ମଚାଉଛନ୍ତି । ସୁନୀଲ ଏବଂ ଶିଳ୍ପା ସବୁବେଳେ କିଛି ନା କିଛି ନୂଆ କରିବାର ନଜର ଆସନ୍ତି ଏବଂ ଦୁହେଁ ଯାହା ବି କରନ୍ତି ଖୁବ ହିଟ ହୋଇଥାଏ । ଆଜ୍ଞା ହଁ, ସେହି କାରଣରୁ ଏହି ସୋ’ରେ ଦୁହିଁଙ୍କୁ ନାଗିନ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଥିଲା । ଏହି ନାଗିନ ଡ୍ୟାନ୍ସ ବିନା କାରଣରୁ ନଥିଲା, ନାଗିନ-୩ର ପ୍ରମୋସନ କରିବା ପାଇଁ ଆସିଥିବା ଅନୀତା ଏବଂ କରିସ୍ମା ତନ୍ନାଙ୍କ ପାଇଁ ଏହି ଡ୍ୟାନ୍ସ କରାଯାଇଥିଲା । ଏହିଭଳି ଷ୍ଟେଜରେ ସମସ୍ତେ ମିଶି ଧମାଲ ମଚାଇଥିଲେ । ଦେଖନ୍ତୁ ଭିଡିଓ-

ଶିଳ୍ପା ସିନ୍ଦେ ଏବଂ ସୁନୀଲ ସୁପରହିଟ ନାଗିନ ଫିଲ୍ମର ଗୀତ ‘ତେରେ ସଙ୍ଗ ପ୍ୟାର ମେ ନହି ଛୋଡନା’ରେ ମଜାଦାର ଡ୍ୟାନ୍ସ କରିଥିଲେ । ଦୁହେଁ ଇଚ୍ଛାଧାରୀ ନାଗନାଗୁଣୀ ହୋଇଥିଲେ ଏବଂ ଇତିହାସରେ ପ୍ରଥମଥର ପାଇଁ ଚଷମାବାଲା ନାଗକୁ ଦେଖିବାକୁ ମିଳିଥିଲା । ସମସ୍ତେ ଏହାକୁ ଖୁବ ଉପଭୋଗ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More