Only for Entertainment

ସୂର୍ଯ୍ୟାସ୍ତ ପରେ କାହିଁକି ନଖ କାଟିବା ଅନୁଚିତ

punjabkesari
75

ନଖ କାଟିବା ଯଦିଓ ଏକ ସାଧାରଣ କଥା କିନ୍ତୁ ଏହାକୁ ନେଇ ବଡ଼ ମାନେ ଭିନ୍ନ ଭିନ୍ନ କଥା କହିଥାନ୍ତି, ଯାହା ଦ୍ୱାରା ମନରେ ଏକ ଡର ବସା ବାନ୍ଧି ଦିଏ । ପୂର୍ବ କାଳରେ ନେଲ କଟର ନଥିଲା, ତେଣୁ କୌଣସି ଧାରୁଆ ଜିନିଷରେ ନଖ କଟା ଯାଉଥିଲା । ସୂର୍ଯ୍ୟାସ୍ତ ପରେ କାଟିଲେ ଏହାକୁ ବ୍ୟବହାର କରିବାକୁ ମନା କରାଯାଉଥିଲା । କିମ୍ବଦନ୍ତୀ ଅନୁସାରେ ଘର ମଧ୍ୟରେ ନଖ କାଟିବା ଅନୁଚିତ । ବେଜ୍ଞାନିକ କାରଣରୁ ଦେଖାଯାଏ ତ ନଖ ଟାଣ ହୋଇଥାଏ, ଏହା ଦ୍ୱାରା କ୍ଷତି ମଧ୍ୟ ପହଂଚିପାରେ ।

କୁହାଯାଏ ସୂର୍ଯ୍ୟାସ୍ତ ପରେ ନଖ କାଟିଲେ ଘରକୁ ଲକ୍ଷ୍ମୀ ଆସନ୍ତି ନାହିଁ ।

ସମୂଦ୍ର ଶାସ୍ତ୍ର ଅନୁସାରେ ନଖ ଉପରେ ଧଳା ରଙ୍ଗ ଆସିଲେ ଏହା ଏକ ମାଙ୍ଗଳିକ ସୂଚନା । ଧଳା ରଙ୍ଗର ଅର୍ଦ୍ଧଚନ୍ଦ୍ର ଆକାରକୁ ଶୁଭ କୁହାଯାଏ ।

ମିଡିଲ ଫିଙ୍ଗର ନଖରେ ଯଦି ଧଳା ରଙ୍ଗ ଆସେ କୁହାଯାଏ କେହି ଗୁପ୍ତ ଭାବରେ ଆପଣଙ୍କ ସହିତ ଶତ୍ରୁତା କରୁଛି ।

କାଣି ଆଙ୍ଗୁଠି ନଖରେ ଧଳା ରଙ୍ଗ ଆସିଲେ କୁହାଯାଏ ଭ୍ରମଣ ଯୋଗ ପଡ଼ିବ ।

କୁହାଯାଏ ଯେଉଁ ମାନଙ୍କ ନଖରେ ଧଳା ରଙ୍ଗ ଆସେ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । କମ ପରିଶ୍ରମରେ ଅଧିକ ସଫଳତା ହାସଲ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More