Only for Entertainment

ରିଲିଜ ହେଲା ନମସ୍ତେ ଇଂଲଣ୍ଡର ଦ୍ୱିତୀୟ ଟ୍ରେଲର । ପ୍ରେମରେ ଟ୍ୱିଷ୍ଟ ଆଣିବେ ଅର୍ଜୁନ ଏବଂ ପରିଣିତି ।

pinkvilla
31

ଅର୍ଜୁନ କପୁର ଏବଂ ପରିଣିତି ଚୋପ୍ରା ପ୍ରଥମ ଥର ପାଇଁ ଫିଲ୍ମ ଇସକଜାଦେରେ ଏକା ସାଙ୍ଗରେ ସ୍କ୍ରିନ ସେୟାର କରିଥିଲେ । ସେମାନଙ୍କର ପ୍ରେମ ଏବଂ କେମେଷ୍ଟ୍ରିରେ ଖୁବ ପ୍ରଭାବିତ ହୋଇଥିଲେ ଦର୍ଶକ । ବିପୁଲ ଶାହଙ୍କ ନମସ୍ତେ ଇଂଲ୍ଣ୍ଡରେ ଏହି ଦୁଇ ଆକ୍ଟର ପୁଣିଥରେ ଏକା ସାଙ୍ଗରେ ରୂପେଲି ପରଦାରେ ନଜର ଆସିବେ ।

ଗତମାସରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା,ଯେଉଁଥିରେ ଦେଖବାକୁ ମିଳିଥିଲା ଅର୍ଜୁନ ଏବଂ ପରିଙ୍କ ନିଆରା ପ୍ରେମ କାହାଣୀ । ଆଜି ତାହାର ଏକ ନୂଆ ଟ୍ରେଲର ରିଲିଜ ହୋଇଛି ।

ଟ୍ରେଲରରେ ଅର୍ଜୁନ କିପରି ନିଜ ପ୍ରେମ ପାଇଁ ସବୁକିଛି କରୁଛନ୍ତି ତାହା ଦେଖିବାକୁ ମିଳିଛି । ଏହାପରେ କାହାଣୀରେ ଟ୍ୱିଷ୍ଟ ଆସିଛି କାରଣ ପରି ଇଂଲଣ୍ଡରେ ସେଟଲ ହେବାକୁ ଚାହିଁଛନ୍ତି ଏବଂ ସେଠାକୁ ଯାଇଛନ୍ତି । ଏହାପରେ ଭିନ୍ନ ଭିନ୍ନ ପରିସ୍ଥିତି ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More