Only for Entertainment

ଏହି ଅକ୍ଷରର ବ୍ୟକ୍ତି ଖୁବଶୀଘ୍ର ପ୍ରେମରେ ପଡିଥାଆନ୍ତି,ଜାଣନ୍ତୁ !

62

ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।

  • ଯେଉଁ ବ୍ୟକ୍ତିଙ୍କ ନାମ A ଅକ୍ଷରରୁ ଆରମ୍ଭ ସେହି ବ୍ୟକ୍ତି ବହୁତ ଆବେଗସମ୍ବନ୍ଧୀୟ ସ୍ୱଭାବର ହୋଇଥାନ୍ତି । ତାଙ୍କର ଏହି ସ୍ୱଭାବ ଯୋଗୁଁ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ ତାଙ୍କ ଜୀବନସାଥୀଙ୍କ ହାତ କଦାପି ଛାଡିନଥାନ୍ତି ।
  • G ଅକ୍ଷରର ବ୍ୟକ୍ତି ବହୁତ ଶୀଘ୍ର ଅନ୍ୟଜଣଙ୍କୁ ହୃଦୟ ଦେଇଦିଅନ୍ତି । ସେଥିପାଇଁ ଏମାନଙ୍କୁ ଜୀବନସାଥୀ ମିଳିବା କଷ୍ଟ ହୁଏ ନାହିଁ । ପ୍ରଥମ ଦେଖାରୁ ଏମାନଙ୍କୁ ପ୍ରେମ ହୋଇ ଯାଇଥାଏ । ଏବଂ ତାଙ୍କ ଜୀବନସାଥୀଙ୍କୁ ସାରା ଜୀବନ ଭଲ ପାଇବା ଦେଇଥାନ୍ତି ।
  • M ଅକ୍ଷରର ବ୍ୟକ୍ତି ସର୍ବଦା ଶାନ୍ତ ସରଳ ସ୍ୱଭାବର ହୋଇଥାନ୍ତି । ସେଥିପାଇଁ ଖୁବ୍ ଶୀଘ୍ର ଯେକୌଣସି ବ୍ୟକ୍ତିଙ୍କ କଥାରେ ପଡି ଯାଇଥାନ୍ତି ।
  • P ଅକ୍ଷରର ବ୍ୟକ୍ତି ସର୍ବଦା ପ୍ରେମ ବିବାହ କରିବା ପାଇଁ ପସନ୍ଦ କରିଥାନ୍ତି । ଏବଂ ଖୁବ୍ ଶୀଘ୍ର ପ୍ରେମରେ ପଡି ଯାଇଥାନ୍ତି । ଏମାନେ କଦାପି ତାଙ୍କ ଜୀବନସାଥୀଙ୍କୁ ଧୋକା ଦେଇନଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More