Only for Entertainment

ନାନା ପାଟେକରଙ୍କ ମା’ଙ୍କ ପରଲୋକ ।

bollywood tadka
32

ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ଏକ ସାମ୍ରାଜ୍ୟ ସୃଷ୍ଟି କରି ସାରିଥିବା ନାନା ପାଟେକରଙ୍କ ମା ନିର୍ମଳା ପାଟେକର ଆଜି ମଙ୍ଗଳବାରକୁ ଏହି ଦୁନିଆରୁ ବିଦାୟ ନେଇ ସାରିଛନ୍ତି । ୯୯ ବୟସରେ ନିର୍ମଳାଙ୍କ ପରଲୋକ ହୋଇଛି । ଖବର ଅନୁସାରେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ଆଜି ସଂଦ୍ଧ୍ୟାରେ ମୁମ୍ବାଇରେ ହୋଇସାରିଛି ।

ଏହା ଦ୍ୱାରା ବଲିଉଡର କେତେକ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ନାନାଙ୍କ ସମେତ ତାଙ୍କ ବନ୍ଧୁ ଓ ପରିବାରବର୍ଗ ଅଶ୍ରୁଭରା ଆଖିରେ ନିର୍ମଳାଙ୍କୁ ବିଦାୟ ଦେଲେ । ନିର୍ମଳା ଶେଷ ନିଃଶ୍ୱାସ ତ୍ୟାଗ କରିବା ବେଳେ ନାନା ଘରେ ଉପସ୍ଥିତ ନଥିଲେ । ଘରେ ପହଂଚିବା ପରେ ସେ ଏହି କଥା ଜାଣିବାକୁ ପାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More