Only for Entertainment

ଗୁରୁ ନାନକଜୀଙ୍କ ଜୀବନୀକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଛି ଫିଲ୍ମ, ଦେଖନ୍ତୁ ଏହାର ଟ୍ରେଲର ।

free press
0 51

ଗୁରୁ ନାନକଜୀଙ୍କ ଜୀବନୀକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ନାନକ ଶାହ ଫକିର୍ । ପ୍ରଥମ ଥର ପାଇଁ ଗୁରୁ ନାନକଙ୍କ ଜୀବନୀକୁ ନେଇ କୌଣସି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଫିଲ୍ମର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଟ୍ରେଲର୍ରେ ଓଡିଶାର ଇଷ୍ଟଦେବ ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କୁ ପୂଜା କରିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ।

ଫିଲ୍ମରେ ଅରିଫ୍ ଜକାରିଆ, ପୁନୀତ୍ ସିକ୍କା, ଅଦିଲ୍ ହୁସୈନ୍, ଶ୍ରଦ୍ଧା କୌଲ୍, ଅନୁରାଗ ଅରୋରା, ନରେନ୍ଦ୍ର ଝାଙ୍କ ଅଭିନୟ ଦେଖିବାକୁ ମିଳିବ । ତେବେ ଅଭିନେତା ନରେନ୍ଦ୍ର ଝାଙ୍କ ମୃତ୍ୟୁ ପୂର୍ବରୁ ଏହା ଶେଷ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More