Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ ଫିଲ୍ମ ‘୫ ୱେଡିଂସ’ର ରୋମାଂଟିକ୍ ଗୀତ ‘ନା ଚାହ କେ ଭି’

YouTube
0 35

ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ‘ଫାଇବ୍ ୱେଡିଂସ’ର ରୋମାଂଟିକ୍ ଗୀତ ‘ନା ଚାହ କେ ଭି’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ରାଜକୁମାର୍ ରାଓ ଓ ନରଗିଶ ଫାକରିଙ୍କ ଭିତରେ ରୋମାନ୍ସ ଦେଖିବାକୁ ମିଳିଛି । ବିଶାଲ୍ ମିଶ୍ରାଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଶାଲ୍ ମିଶ୍ରା ଓ ସର୍ଲି । ଗୀତରେ ଲିରିକ୍ସ ଦେଇଛନ୍ତି ଅଭେନ୍ଦ୍ର କୁମାର୍ ଉପାଧ୍ୟାୟ । ଫିଲ୍ମର କାହାଣୀ ଏକ ନିଆରା ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି । ୫ ଅକ୍ଟୋବର୍ରେ ପରଦାକୁ ଆସିବ ଫାଇବ୍ ୱେଡିଂସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More