Only for Entertainment

ପ୍ରସିଦ୍ଧ କାର୍ଟୁନ ନଟିଆକୁ ନେଇ ରିଲିଜ ହେଲା ଓଡ଼ିଆ ଗୀତ, ଗୋଟିଏ ଦିନରେ ଲକ୍ଷାଧିକ ଭ୍ୟୁଜ

youtube
199

ଏବେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇ ଯାଇଛି ନଟିଆ କମେଡ଼ି । ୟୁଟ୍ୟୁବ ହେଉ କି ଫେସବୁକ ସମସ୍ତଙ୍କ ମୋବାଇଲରେ ନଟିଆ କମେଡ଼ି । ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ନଟିଆ ଚର୍ଚ୍ଚା । ଖାଲି ସମୟ ହେଉ ବା ବ୍ୟସ୍ତତା ମଧ୍ୟରେ ୟୁଟ୍ୟୁବ ଖୋଲି ନଟିଆ କମେଡ଼ିକୁ ଦେଖି ଦେଇ ମାଇଣ୍ଡ ଫ୍ରେଶ କରୁଛନ୍ତି ଦର୍ଶକ । ନିକଟରେ ନଟିଆକୁ ନେଇ ଏକ ଗୀତ ରିଲିଜ ହୋଇଛି, ଯାହା ଛୋଟ ପିଲାଙ୍କ ପାଇଁ ଖୁବ ଶିକ୍ଷଣୀୟ । ଏହା ଭୁଲ ନୁହେଁ ଯେ ନଟିଆ କମେଡ଼ିର ପ୍ରତ୍ୟେକ ଏପିସୋଡ ଶେଷରେ ସମସ୍ତଙ୍କ ପାଇଁ ଏକ ବାର୍ତ୍ତା ଥାଏ । ତେବେ ଏହି ଗୀତଟି ମଧ୍ୟ ଖୁବ ଶିକ୍ଷଣୀୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More