Only for Entertainment

ଲଂଚ ହେଉ ବା ଡିନର,ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଂଟ ଭଳି ନଟି ଫ୍ରାଏଡ ରାଇସ ।

finedininglovers.com
22

ପ୍ରଥମେ କଡ଼ାଇରେ ଅଧ ଚାମଚ ତେଲ ଗରମ କରନ୍ତୁ ।ଏଥିରେ ବଟନ ମସୃମ ଏବଂ ବ୍ରକଲି ପକାଇ କିଛି ସମୟ ପାଇଁ ଭାଜନ୍ତୁ ।ଏହାପରେ ଏହାକୁ ବାହାର କରିଦିଅନ୍ତୁ ।ଏହାପରେ କଡ଼ାଇରେ ଏକ ଚାମଚ ତେଲ ପକାନ୍ତୁ ଏବଂ ଏଥିରେ ହାପ ବଏଲଡ ବ୍ରାଉନ ରାଇସ,କିଛି ଭଜା କାଜୁ ଏବଂ ଗୋଟିଏ ଅଣ୍ଡା ପକାନ୍ତୁ ।ଏହାପରେ ଏଥିରେ ବ୍ରକଲି ଏବଂ ଛତୁର ମିଶ୍ରଣ ପକାନ୍ତୁ । କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ଏବଂ ପରେ ୧ ଚାମଚ ସୋୟା ସସ,ସ୍ୱାଦନୁସାରେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାନ୍ତୁ ।ଏହାପରେ ଏକ ପାତ୍ରରେ ଏକ ଚାମଚ ପିନଟ ବଟର,ଅଧ ଚାମଚ ପାଣି,ସୋୟା ସସ ଏବଂ ଭିନେଗାର ପକାଇ ମିଶାନ୍ତୁ ।ଏବେ ଏହାକୁ କଡ଼ାଇରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ।ହୋଇଯିବା ପରେ ଧନିଆ ପତ୍ର ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More