Only for Entertainment

ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଲେ ନବଜୋତ ସିଂ ସିଦ୍ଧୁ, ଏୟାରଷ୍ଟ୍ରାଇକୁ ନେଇ କହିଲେ ଏଭଳି କଥା ।

74

ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରାଯାଇଥିବାକୁ ନେଇ ବିଭିନ୍ନ ପ୍ରଶ୍ନ କରାଗଲା । ବିରୋଧୀ ଦଳ ନେତା ଅଧିକାଂଶ ଥର ପ୍ରମାଣ ମଧ୍ୟ ମାଗି ସାରିଛନ୍ତି । ଏହା ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇ କପିଲ ଶର୍ମା ଶୋ’ରୁ ବାହାରିଥିବା ନବଜୋତ ସିଂ ସିଦ୍ଧୁ ପୁଣିଥରେ ଏକ ମନ୍ତବ୍ୟ ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ୩୦୦ ଆତଙ୍କବାଦୀ ମଲେ ନା ନାହିଁ? ଯଦି ନୁହେଁ ଏହାର କ’ଣ ଲକ୍ଷ ଥିଲା? କ’ଣ କେବଳ ଗଛ ଉଡ଼ାଇବାକୁ ଯାଇଥିଲେ ।

ଏହା ସହିତ ସିଦ୍ଧୁ ଲେଖିଛନ୍ତିଯେ କ’ଣ ଏହା କେବଳ ନିର୍ବାଚନକୁ ନେଇ ଲୋକ ଦେଖାଣିଆ ଥିଲା? ଉଂଚି ଦୁକାନ ଏବଂ ଫିକା ପକବାନବୋଲି ଲେଖିଛନ୍ତି ସିଦ୍ଧୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More