Only for Entertainment

ରିଲିଜ ହେଲା ନେଟ ଫ୍ଲିକ୍ସ ୱେବସିରିଜ ‘ସାକ୍ରେଡ ଗେମ୍ସ’ର ଟ୍ରେଲର ।

KHABAR NDTV
0 55

ନବାଜୁଦ୍ଦିନ ସିଦ୍ଦିକି ଏବଂ ସୈଫ ଅଲୀ ଖାନ ମଧ୍ୟରେ ମଜାଦାର ଲଢେଇ ଆରମ୍ଭ ହୋଇଯାଇଛି । ବିକ୍ରମ ଚନ୍ଦ୍ରାଙ୍କର ୨୦୦୬ରେ ଅଧିକ ବିକ୍ରି ହୋଇଥିବା ପୁସ୍ତକ ‘ସାକ୍ରେଡଗେମ୍ସ’ ଉପରେ ଆଧାରିତ ନେଟଫ୍ଲିକ୍ସର ସିରିଜ ‘ସାକ୍ରେଡଗେମ୍ସ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରରେ ନବାଜୁଦ୍ଦିନ ସିଦ୍ଦିକି ସରଗନା ଗଣେଶ ଗାୟତୋଣ୍ଡେ ଭୂମିକାର ନଜର ଆସିଛନ୍ତି । ନବାଜ ସବୁ ସମୟ ଭଳି ଇଂଟେଶ ଅଭିନୟ କରିଛନ୍ତି ଏବଂ ସେଫଙ୍କୁ ଚ୍ୟାଲେଂଜ ଦେଉଥିବାର ନଜର ଆସିଛନ୍ତି । ଚ୍ୟାଲେଂଜ ଏହା କି ୨୫ଦିନ ମଧ୍ୟରେ ସହରକୁ ବଂଚାଇ ପାରିବ ତ ବଂଚାଇ ନିଅ । ଦେଖନ୍ତୁ ଟ୍ରେଲର –

ଏହି ଥ୍ରିଲର ସିରିଜକୁ ଅନୁରାଗ କଶ୍ୟପ ଏବଂ ବିକ୍ରମାଦିତ୍ୟ ମୋଟବାଣେ ନିର୍ଦ୍ଦେଶନା ଦେଇଛନ୍ତି । ସେଫ ଏବଂ ନବାଜଙ୍କ ବ୍ୟତୀତ ଏଥିରେ ରାଧିକା ଆପ୍ତେ, ରାଜଶ୍ରୀ ଦେଶପାଣ୍ଡେ ଏବଂ ସୁରଭିନ ଚାୱଲା ମଧ୍ୟ ନଜର ଆସିବେ । ଏହି ଥ୍ରିଲର ୱେବ ସିରିଜ ୬ଜୁଲାଇରେ ରିଲିଜ ହେବ । ଏଥିରେ ଗ୍ୟାଙ୍ଗଷ୍ଟର ଏବଂ ପୁଲିସର ଜବରଦସ୍ତ ଖେଳ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More