ନୱାଜୁଦ୍ଦିନ ଏବଂ ମୌନି ରୟଙ୍କ ‘ବୋଲେ ଚୁଡ଼ିୟାଁ’ର ଫାଷ୍ଟ ଲୁକ ରିଲିଜ ।
ନୱାଜୁଦ୍ଦିନ ସିଦ୍ଦିକୀ ଏବଂ ମୌନି ରୟ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । କହିରଖୁଛୁଯେ ଦୁଇଜଣ ଖୁବଶୀଘ୍ର ଫିଲ୍ମ ‘ ବୋଲେ ଚୁଡ଼ିୟାଁ’ରେ ନଜର ଆସିବେ । ଫିଲ୍ମର ପ୍ରଥମ ଲୁକ ରିଲିଜ ହୋଇ ସାରିଛି । ଏହି ଫଟୋରେ ସବୁଥର ଭଳି ଏହିଥର ମଧ୍ୟ ନୱାଜ ସିରିଅସ ଅନ୍ଦାଜରେ ନଜର ଆସିଛନ୍ତି । ତାଙ୍କ ଲୁକ ସିମ୍ପଲ ଏବଂ ସେହିଭଳି ରହିଛି ଯେଭଳି ଅଫ କ୍ୟାମେରାରେ । ମୌନି ରୟ ମଧ୍ୟ ସବୁଥର ଭଳି ଖୁବ ସୁନ୍ଦର ଦେଖାଯାଉଛନ୍ତି । ସବୁଠାରୁ ମଜଦାର କଥା ହେଉଛି ମୌନି କବାଟ ପଛରୁ ଲୁଚି ଲୁଚି ଚାହୁଁଥିବାର ନଜର ଆସିଛନ୍ତି ।
Nawazuddin Siddiqui and Mouni Roy in #BoleChudiyan… Marks the directorial debut of Shamas Nawab Siddiqui, brother of Nawazuddin Siddiqui… Produced by Rajesh Bhatia and Kiran Bhatia… Starts June 2019. pic.twitter.com/Q4W04QnKEC
— taran adarsh (@taran_adarsh) May 24, 2019
ଖବର ପାଇଁ କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସମାସ ସିଦ୍ଦିକୀ ।
Nawazuddin Siddiqui and Mouni Roy in #BoleChudiyan… Marks the directorial debut of Shamas Nawab Siddiqui, brother of Nawazuddin Siddiqui… Produced by Rajesh Bhatia and Kiran Bhatia… Starts June 2019. pic.twitter.com/Q4W04QnKEC
— taran adarsh (@taran_adarsh) May 24, 2019
View this post on Instagram
ଫିଲ୍ମ ନିର୍ମାତା ରାଜେଶ ଭାଟିୟାଙ୍କ କହିବା ଅନୁସାରେ ନୱାଜ ଏବଂ ମୌନିଙ୍କ କେମେଷ୍ଟ୍ରି ଏହି ଫିଲ୍ମରେ ହାଇ ପଏଂଟ ହେବ, କାରଣ ଦୁଇଜଣ ଖୁବ ଭଲ କଳାକାର ।