Only for Entertainment

ଆଥିୟାଙ୍କ ସହିତ କମେଡି ଫିଲ୍ମରେ ନଜର ଆସିବେ ନବାଜୁଦ୍ଦିନ ସିଦ୍ଦିକି ।

Eaves Rock
0 38

ବଲିଉଡରେ ନିଜର ଦମଦାର ଅଭିନୟ ପାଇଁ ପରିଚିତ ପ୍ରସିଦ୍ଧ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ସହିତ ଏକ କମେଡି ଫିଲ୍ମରେ ନଜର ଆସିବେ । ଏହି କମେଡି ଫିଲ୍ମର ନାମ ରହିଛି ‘ମୋତିଚୁର ଚକନାଚୁର’ ।

Athiya-Shetty-and-Nawazuddin

ଖବର ଅନୁସାରେ ହେି ଫିଲ୍ମର ସୁଟିଂ ଖୁବଶୀଘ୍ର ଲଖନୌରେ ଆରମ୍ଭ ହେବ । ଶୁଣିବାକୁ ମିଳିଛି ଯେ ଫିଲ୍ମର କାହାଣୀ ନବାଜ ଶୁଣିବା ପରେ ତୁରନ୍ତ ହଁ କରିଥିଲେ । ଚଳିତ ବର୍ଷ ଏହି ଫିଲ୍ମର ସୁଟିଂ ପୁରା କରିବା ପାଇଁ ନବାଜ ମଧ୍ୟ କହିଛନ୍ତି । ଏହି ଫିଲ୍ମ ଜରିଆରେ ଦେବମିତ୍ର ହସନ ନିର୍ଦ୍ଦେଶକ ଭାବେ ବଲିଉଡ ଡେବ୍ୟୁ କରିବେ । ଏହା ପୂର୍ବରୁ ସେ କେବଳ ଟିଭିରେ ହିଁ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।

azuddin-Siddiqui-Athiya-Shetty-1

ଫିଲ୍ମ ନିର୍ମାତା ରାକେଶ ଭାଟିଆ କହିଛନ୍ତି ଯେ ଫିଲ୍ମରେ ସମସ୍ତଙ୍କର ଖୁବ ମଜାଦାର ଅନ୍ଦାଜ ରହିବ । ଫିଲ୍ମର କାହାଣୀ ବର କନ୍ୟାଙ୍କ ପରିବାର ଉପରେ ଆଧାରିତ । ଏହା ସହିତ ଫିଲ୍ମରେ ପ୍ରଥମ ଥର ପାଇଁ ନବାଜ ଏବଂ ଆଥିୟାଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ । ଆଶା କରାଯାଉଛି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More