Only for Entertainment

କେତେ ଉପକାରୀ ନିମ ପତ୍ର । ଔଷଧ ଭଳି……. ।

29
  • ଖରାଦିନେ ଅଧିକାଂଶ ଲୋକଙ୍କ ପାଖରେ ଆଲର୍ଜି ହେବାର ସମସ୍ୟା ଦେଖା ଯାଇଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ନିମ୍ବ ପତ୍ର ବାଟି ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ ।
  • ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ନିମ୍ବ ପତ୍ରର ଜୁସ୍‌ ତିଆରି କରି ପିଇବା ଆରମ୍ଭ କରନ୍ତୁ । ଯାହାଦ୍ୱାରା ଚର୍ବି ଖୁବ୍‌ ସହଜରେ କମି ଯାଇଥାଏ । ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ଗୋଟେ ଗ୍ଲାସ ନିମ୍ବ ପତ୍ରର ରସରେ ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଆରମ୍ଭ କରନ୍ତୁ ।
  • ନିମ୍ବ ପତ୍ରରେ ଥିବା ତତ୍ତ୍ୱ ରକ୍ତରେ ଥିବା ସର୍କରା ସ୍ତରକୁ କମ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
  • ୪.ମୁହଁରେ ଚମକ ଆଣିବା ପାଇଁ ପ୍ରତିଦିନ ନିମ୍ବ ପତ୍ରର ଜୁସ୍‌ ତିଆରି ପିଅନ୍ତୁ । ଏହି ଜୁସ୍‌ ରକ୍ତରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାର କରି ମୁହଁରେ ଚମକ ଆଣିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More